Facebook Twitter Google Home

Home

Home
Home
Home

Learn free online English grammar through Odiya (Oriya): General English grammar


Odiya to English Speaking online course

Online courses to learn English speaking by Oriya (odiya/Odia)

बच्चों से बड़ो तक इंगलिश सीखने का एक मात्र सरल, छोटा और फ्री ऑनलाइन कोर्स।

हिन्दी के माध्यम से इंगलिश स्पीकिंग, इंगलिश के माध्यम से हिन्दी सीखना और बच्चों को इंगलिश स्पीकिंग सिखाने का कोर्स

ତୁମେ ଜାଣ କି? ଛୋଟୋ ପିଲା ମାନେ ସ୍କୁଲ୍ ଯିବା ପୁର୍ବରୁ ତାଂକୋ ମାତୃଭାଷା ବିନା କିଛି ଦ୍ବିଧା ରେ କହି ପାରନ୍ତି ଏବଂ ନିରକ୍ଷର ମାନେ ମଧ୍ୟ ତାଂକୋ ଭାସା ରେ କଥା ହୋଇ ପାରନ୍ତି, ଜଉଠିକି ସେମାନେ ଭାସା ର ଉଚ୍ହାରଣ ଏବଂ ଲିପି ବିସୟରେ ଅନଭିଜ୍ଞ ଥାନ୍ତି.ନା ତ ସେମାନେ ପଢି ପାରନ୍ତି ନା ଲେଖି ପାରନ୍ତି କିନ୍ତୁ କହି ପାରନ୍ତି ଏବଂ ବୁଝି ପାରନ୍ତି.ତା ମାନେ କୌଣସି ଭାସା ଶିଖିବା ଏବଂ କହି ପାରିବା ପାଇଁ, ଶବ୍ଡ୍ ର ଜ୍ଞାନ, କାହିବାର କୌଶଳ ଏବଂ ଅଭ୍ୟାସ ଜରୁରୀ. ଯଦି ଓରିଆ କହିହବ ତାହେଲେ ଇଂଗରାଜୀ କାହିଁକି ନୁହ. ଇଂଗରାଜୀ ଭାସା ଗୋଟେ କସ୍ଟକର ବା ଅସାଧ୍ୟ ଭାସା ନୁହ ଗଣିତ ବା ବିଗ୍ୟାନ ଭଳି. ଭଲ ଇଂଗରାଜୀ କହି ପାରୁଥିବା କୌଣସି 4ର୍ଥ୍ ସ୍ଟାଂଡର୍ଡ଼ ଫେଲ୍ ବ୍ୟକ୍ତି ସାମନାରେ ଇଂଗରାଜୀ କହିପାରୁ ନଥିବା ଜ୍ଞାନୀ ଏବଂ ଶିକ୍ଷିତ ବ୍ୟକ୍ତି ମଧ୍ୟ ଅଯୋଗ୍ୟ ସାବ୍ୟସ୍ତ ହୁଅନ୍ତି.

କୌଣସି ଗୋଟେ କାମ କରିବା ପାଇଁ ଅଥବା ନୂଆ ଭାସା ଶିଖିବା ପାଇଁ ବହୁତ ସହଜ ଅଥବା କସ୍ଟ ଉପାୟ ଥାଇ ପାରେ.ବହୁତ ଗବେସଣା କଲ ପରେ ଏହି କୋର୍ସ୍ ଟି ତିଆରି କରା ଯାଇଛି ଯାଦ୍ବାରା କି ଜଣେ ଛୋଟୋ ପିଲା ମଧ୍ୟ ଇଂଗରାଜୀ ଶିଖି ପାରିବ.

ଏହି କୋର୍ସ୍ ର ଉପାଦେୟତା ହେଲା:
1. ଓରିଆ ରୁ ଇଂଗରାଜୀ ଶିଖିବା.
2. ସେ ମାନଂକ ପାଇଁ ଜଉମାନେ ଓରିଆ ପଢି ପାରନ୍ତି କିନ୍ତୁ ଗୋଟେ ମଧ୍ୟ ଇଂଗରାଜୀ ଶବ୍ଡ୍ ଜାଣନ୍ତି ନାହି. ସେମାନେ ମଧ୍ୟ ଶିଖି ପାରିବେ.
3. ପ୍ରଥମ ଦିନରୁ ଇଂଗରାଜୀ କହିବାକୁ ଶିଖା ଯିବ.
4.ଏଇଟି ବହୁତ ସହଜ, ଛୋଟୋ ଏବଂ ଫ୍ରି ଓନଲାଇନ୍ କୋର୍ସ୍.
5. କୋର୍ସ୍ ଟି ଏମିତି ତିଆରି କରା ହୋଇଛି ଯେମିତିକି ଛୋଟୋ ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଶିଖି ପାରିବେ|
6. ପ୍ରଥମେ ଇଂଗରାଜୀ କହିବାକୁ ଶିଖା ଯିବ ଏବଂ ତା ପରେ ପଢିବା ଏବଂ ଲେଖିବା|
7. ପ୍ରତିଟି ବିସୟ ଅଲଗା,ଯେତେ ତୁମେ ପଢିବ ଏବଂ ଅଭ୍ୟାସ କରିବ ସେତେ ଅଧିକ ଜାଣିବ.
8. ଇଂଗରାଜୀ ଶିଖିବା ପାଇଁ ବହୁତ କୌସଳ ଏଥିରେ ଅଛି |
9. ଇଂଗରାଜୀ କହିଲା ବେଳକୁ ଯଉ ଅସୁବିଧା ହୁଏ, ଯେମିତିକି କହି ନ ପାରିବା, ଲାଜ ଲାଗିବା ଏବଂ ଅନିଚ୍ଛା ସବୁ ଆପେ ଦୁର ହୋଇ ଯିବ |

କୌଣସି ଭାସା ଶିଖିବା ଏବଂ କହି ପାରିବା ପାଇଁ କିଛି ଶବ୍ଦ ମାତ୍ର ଦରକାର ସବୁ ନୁହ| ବାକି ସବୁ ପରେ ଯେତେବେଳେ ଦରକାର ସେତେବେଳେ ଶିଖି ହବ |
ଗୋଟେ ଭାସା ରୁ ଆଉ ଗୋଟେ ଭାସା ଶିଖିବା ପାଇଁ ସାମଂଜସ୍ୟ ଶବ୍ଦ ଏବଂ କଥା କହିବା ଶୈଳୀ ଜାଣିବା ଦରକାର |

ଦାମ୍ ଟା ବହି ପାଇଁ ନୁହ ବହିରେ ଥିବା ଲେଖନି ପାଇଁ | ସେ ମାନଂକ ସହିତ ଇଂଗରାଜୀ ରେ କଥା ହୁଅନ୍ତୁ ଜଉମାନେ ଇଂଗରାଜୀ ଜାଣନ୍ତି | ଏହାକୁ ଆଉ ଗୋଟେ ଭାସା ଜ୍ଞାନ ବୋଲି ବିଚାର କରନ୍ତୁ ଏବଂ ନିଜ ମାତୃ ଭାସା ପାଇଁ ଗର୍ବ କରନ୍ତୁ | ଜଯ ହିନ୍ଦ|

ଜଯ ହିନ୍ଦ|

ଓରିଆ ରୁ ଇଂଗରାଜୀ ଶିଖିବା.| Learn English grammar in Oriya (Odia/Odiya)| Learn online English grammar through Oriya (Odia/Odiya)| Learn English Learn-Odiya-To-English-Alphabets in Oriya (Odia/Odiya)Learn Kannada to Oriya (Odia/Odiya): Learn English speaking thorugh Oriya (Odia/Odiya).

Previous Next