Facebook Twitter Google Home


Home
Home
Home
Home

Learn free online English grammar through Odiya (Oriya): General English grammar


List of some common and required words, which are will help you to learn general English speaking .

सोध (रिसर्च) कर बनाई गई प्रथम 300 जरुरी शब्दों की लिस्ट।

English English Oriya English English Oriya English English Oriya
Address ଆଡରେସ୍ ଠିକଣା Fort ଫୋର୍ଟ୍ ଦୁର୍ଗ Sell ସେଲ୍ ବିକ୍ରି
After ଆଫ୍ଟର୍ ପରେ Four ଫୋର୍ ଚାରି Seven ସେବେନ୍ ସାତ
Again ଅଗେନ୍ ପୁଣି Friend ଫ୍ରେଣ୍ଡ୍ ସାଂଗ She ଶୀ ସେ (ସ୍ତ୍ରୀ )
Air ଏଆର୍ ବାୟୁ Front ଫ୍ରନ୍ଟ୍ ଆଗ Show ଶୋ ଦେଖେଇବା
All ଅଲ୍  ସବୁ Fruit ଫ୍ରୁଟ୍ ଫଳ Sick ସିକ୍ ବିମାର
Allow ଅଲାଉ ଅନୁମତି Garbage ଗାର୍ବେଜ୍ ଅଳିଆ Silent ସାଇଲେନ୍ତ   ଚୁପ୍
Alone ଏଲୋନ୍ ଏକା Get ଗେଟ୍ ଆଣିବା  Sister ସିସଟର୍ ଭଉଣୀ
And ଆଣ୍ଡ୍ ଏବଂ Girl ଗର୍ଲ୍ ଝିଅ Sit ସିଟ୍ ବସିବା
Any ଏନି କୌଣସି Give ଗିଭ୍ ଦିଅ Situation ସିଚୁଏସନ୍ ପରିସ୍ତିତି
Available ଅଭେଲେବୁଲ୍ ଉପସ୍ଥିତ Go ଗୋ ଯାଅ Six ସିକ୍ସ୍
Back ବେକ୍ ପଛ God ଗଡ୍ ଠାକୁର Sky ସ୍କାଏ ଆକାଶ
Bad ବ୍ୟାଡ୍ ଖରାପ Good ଗୁଡ୍ ଭଲ Sleep ସ୍ଲିପ୍ ନିଦ୍ରା
Bath ବାଥ୍ ଗାଧୁଆ Hair ହେୟର୍ ବାଳ  Slow ସ୍ଲୋ ଧିର
Beautiful ବିୟୁଟିଫୁଲ୍ ସୁନ୍ଦର Hand ହ୍ୟାଣ୍ଡ୍ ହାତ Small ସ୍ମଲ୍ ଛୋଟ
Bed ବେଡ୍ ଖଟ Happy ହାପି ଖୁସି Smile ସ୍ମାଇଲ୍ ହସ  
Before ବିଫୋର୍ ଆଗରୁ He ହି ସେ Social ସୋସିଆଲ୍ ସାମାଜିକ
Behavior ବିହେଭିୟର୍ ବ୍ୟବହାର Health ହେଲଥ୍ ଦେହ Son ସନ୍ ପୁଅ
Big ବିଗ୍ ଥଳି Hear ହିଅର୍ ଶୁଣିବା Spend ସ୍ପେଣ୍ଡ୍  ବିତିବା 
Bird ବାର୍ଡ୍ ପକ୍ଷୀ Hello ହେଲୋ ନମସ୍କାର୍ Staff ସ୍ଥାଫ୍  କର୍ମଚାରୀ 
Birth ବର୍ଥ୍ ଜନ୍ମ Help ହେଲପ୍ ସାହାଯ୍ୟ Stand ଷ୍ଟାଣ୍ଡ୍ ଠିଆ
Body ବଡି ଶରୀର Helpless ହେଲପ୍ ଲେସ୍ ସାହାଯ୍ୟ ବିନା Star ଷ୍ଟାର୍ ତାରା
Both ବୋଥ୍ ଉଭୟ Her ହର ତାହାର State ସ୍ଟେଟ୍ ରାଜ୍ୟ
Boy ବୟ ବାଳକ Here ହିଅର୍ ଏଠି Stay ସ୍ଟେ ରହିବା
Break ବ୍ରେକ ଭାଗିଂଵା Hide ହାଇଡ୍ ଲୁଚେଇବା Steal ସ୍ଟିଲ୍ ଚୋରାଇବା
Bring ବ୍ରିଗଂ ନେବା High ହାଇ ଉଚ୍ଛା Step ସ୍ଟେପ୍ ସିଢି 
Brother ବ୍ରଦର୍ ଭାଇ Him ହିମ୍ ତାହାର Stop ସ୍ଟପ୍ ରହିବା
But ବଟ୍  କିନ୍ତୁ   His  ହିଜ୍ ତାହାର Stuff ସ୍ଥଫ୍ ସାମଗ୍ରୀ
Buy ବାଏ କିଣିବା Hit ହିଟ୍ ଧକ୍କା  Suggest ସଜେସ୍ଟ୍ ଉପଦେଶ
Call କଲ ଡାକିବା Home ହୋମ୍ ଘର  Sun ସନ୍ ସୂର୍ଯ୍ୟ 
Celebrate ସେଲିବ୍ରେଟ୍ ଉପଭୋଗ୍ Hope ହୋପ୍ ବିସ୍ଵାସ  Take ଟେକ୍ ନେବା
Chance ଚାନସ୍ ସଂଯୋଗ Hour ଆଓର୍ ଘଣ୍ଟା  Teach ଟିଚ୍ ଶିଖାଇବା
Change ଚେନଜ୍ ବଦଳ How ହାଓ କିପରି  Tell ଟେଲ୍ କହିବା
Cheap ଚିପ୍ ସସ୍ତା Humble ହମ୍ବଲ୍ ବିନମ୍ର  Temple ଟେମ୍ପୁଲ୍ ମନ୍ଦିର
Cheat ଚିଟ୍ ଠକିବା Hundred ହଣ୍ଡ୍ରେଡ୍ ଶହ Ten ଟେନ୍  ଦଶ
Cheater ଚିଟର୍ ଠକ Hungry ହଂଗରୀ ଭୋକିଲା  Thanks ଥାଂନ୍କସ୍   ଧନ୍ୟବାଦ
Check ଚେକ୍ ମିଲେଇବା Husband ହଜବ୍ୟାଣ୍ଡ୍ ସ୍ଵାମି That ଦାଟ୍ ତାହା 
City ସିଟି ସହର I ଆଇ ମୂଁ Then ଦେନ  ପରେ 
Clean କ୍ଲିନ୍ ସଫା Idea ଆଇଡିଆ ବିଚାର There ଦେଏର୍   ସେଠାରେ
Close କ୍ଲୋଜ୍ ବନ୍ଦ Ill ଇଲ୍ ବିମାର୍ Thing ଥିଂ ଚିନ୍ତା
Cloth କ୍ଲଥ୍ ଲୁଗା Insult ଇନ୍ସଲଟ୍ ଅପମାନ୍ Thirsty ଥର୍ସ୍ଟି ଶୋସିଲା
Come କମ୍ ଆସ Interest ଇଣ୍ଟ୍ରେସଟ୍ ଆଗ୍ରହ This ଦିସ୍ ଏହା
Confused କନଫ୍ୟୁଜଡ୍ ଦ୍ବୋନ୍ଦ Job ଜବ୍ ଚାକିରୀ  Thousand ଥାଉଜଣ୍ଡ୍ ହଜାର
Contact କଣ୍ଟାକଟ୍ ଯୋଗାଯୋଗ Join ଜଏନ୍ ମିସେଇବା  Three ଥ୍ରୀ ତିନି
Correct କରେକଟ୍ ସଠିକ୍ Joke ଯୋକ୍ ଥଟ୍ଟା  Time ଟାଇମ୍ ସମୟ
Country କଂଟ୍ରୀ ଦେଶ Just ଜସ୍ଟ୍ ଏମିତି  Toilet ଟଏଲେଟ୍ ପରିସ୍ରାଗାର
Crime କ୍ରାଇମ୍ ଅପରାଧ Kill କିଲ୍ ହତ୍ୟା Tomorrow ଟୁମୋରୋ ଅସନ୍ତା କାଲି
Culture କଲଚର୍ ସଂସ୍କୃତି Kind କାଇଣ୍ଡ୍ ବଦାନ୍ୟତା  Toys ଟଏଜ୍ ଖେଳନା
Custom କସଟମ୍ ରୀତି Moon ମୁନ୍ ଚନ୍ଦ୍ର Transport ଟ୍ରାନ୍ସପୋରଟ୍ ପରିବହନ
Dance ଡାନସ୍ ନାଚ Mouth ମାଉଥ୍ ପାଟି Try ଟ୍ରାଏ ଚେସ୍ଟା
Dark ଡାର୍କ୍ ଅନ୍ଧାର Need ନିଡ଼ ଆବଶ୍ୟକ Twelve ଟୁଏଲବ୍ ବାର
Darkness ଡାର୍କ୍ ନେସ୍ ଅନ୍ଧାରୁଆ Ok ଓକେ ଠିକ୍ Two ଟୁ ଦୁଇ
Daughter ଡଟର୍ ଝିଅ One ବନ୍ ଏକ Up ଅପ୍ ଉପରେ
Day ଡେ ଦିନ Open ଓପେନ୍ ଖୋଲା Upset ଅପସେଟ୍ ଦୁଖୀ
Death ଡେଥ୍ ମୃତ୍ୟୁ Owner ଓନର୍ ମାଲିକ Us ଅସ୍ ଆମେ
Destroy ଡ଼େସଟ୍ରଏ ନଷ୍ଟ Pain ପେନ୍ ଯନ୍ତ୍ରଣା Use ଇଉଜ୍ ବ୍ୟବହାର
Difficult ଡିଫିକଲଟ୍ ମୁସକିଲ୍ Panic ପ୍ୟାନିକ୍ ବ୍ୟସ୍ତ Useful  ଇଉଜଫୁଲ୍ ଉପଯୋଗି
Dirty ଡର୍ଟି ଖରାପ୍ Park ପାର୍କ୍ ଉଦ୍ୟାନ Vegetable ଭେଜିଟେବୁଲ ପାରିବା
Distance ଡିସ୍ଟାନସ୍  ଦୁରତା  Peace ପିସ୍ ଶାନ୍ତି Village ଭିଲେଜ୍ ଗ୍ରାମ୍
Do ଡୁ  କରିବା   Place ପ୍ଲେସ୍ ଜାଗା Voice ଭଏସ୍ ସ୍ଵର
Down ଡାଉନ୍ ତଳେ   Play ପ୍ଲେ ଖେଳ Wait ଉଏଟ୍  ଅପେକ୍ଷା
Drink ଡ୍ରିଂକ୍ ପିଇବା Please ପ୍ଳିଜ୍ ଦୟାକରି Walk ଉଆକ୍ ଚାଲିବ
Ear ଇଅର୍  କାନ  Pollution ପଲ୍ଲୁସନ୍   ବିଶୋଧ Want ଉଆନ୍ଟ୍ ଦରକାର
Early ଅର୍ଲି  ଜଲଦୀ   Poor ପୁଅର୍ ଗରିବ Waste ଉଏସ୍ଟ୍  ନଷ୍ଟ  
Earn ଅର୍ନ୍ ରୋଜଗାର Prayer ପ୍ରେୟାର୍   ପ୍ରାର୍ଥନା Watch ଉଆଚ୍ ଘଡି
Eat ଇଟ୍ ଖାଇବା Purpose ପର୍ପୋଜ୍ ଉଦେସ୍ୟ Water ଉଆଟର୍ ପାଣି
Education ଏଡୁକସନ୍ ଶିକ୍ଷା Put ପୁଟ୍ ରଖିବା Way ଉଏ ରାସ୍ତା 
Eight ଏଇଟ୍ ଆଠ Queen କୁଇନ୍  ରାଣୀ Weak ଉଇକ୍ ଦୁର୍ବଳ
Eleven ଏଲେବେନ୍ ଏଗାର Rain ରେନ୍ ବର୍ଷା Wear ଓଏର୍ ପିନ୍ଧିବା
Emergency ଏମରଜେସି ଅପତକାଳ Rate ରେଟ୍ ଦାମ୍  Week ଉଇକ୍ ସପ୍ତାହ
Employee ଏମପ୍ଲଇ କର୍ମଚାରୀ Reason ରିଜନ୍ କାରଣ Weep ଉଇପ୍ କାନ୍ଦିବା
Enjoy ଏନଜୟ  ଆନନ୍ଦ  Relative ରେଲଟିବ୍ ବନ୍ଧୁ What ହୁଅଟ୍ କଣ 
Enough ଏନଫ୍   ଯଥେସ୍ଟ Relax ରିଲାକ୍ସ ବିସ୍ରାମ  When ହୁଏନ୍ କେତେବେଳେ
Escape ଏସକେପ୍ ପଳାୟନ Remain ରିମେନ୍ ଅବସିଷ୍ଟ Where ହୋଏର୍ କଉଠି 
Evening ଇବନିଗ୍ ସନ୍ଧ୍ୟା Remove ରିମୁଭ୍ ବାହରକରିବା   Who ହୁ କିଏ
Extra ଏକଷ୍ଟ୍ରା ଅଧିକ  Rent ରେଣ୍ଟ୍ ଭଡା Whole  ହୋଲ୍ ପୁରା
Eye ଆଇ ଆଖି Request ରିକୁଏସ୍ଟ ବିନତି Why ହୁଆଏ କଣ ପାଇଁ
Face ଫେସ୍ ମୁହଁ Residence ରେସିଦେଂସ ଘର   Wife ଉଆଇଫ୍  ସ୍ତ୍ରୀ  
Fare ଫେଏର୍ ସଫଳ ହେବା Rest ରେସ୍ଟ ବିଶ୍ରାମ Win ଉଇନ୍  ଜିତିବା 
Fast ଫାସଟ୍ ଶୀଘ୍ର   Result ରେଜଲଟ୍ ଫଳାଫଳ Wish  ଉଇସ୍ ଇଚ୍ଛା
Father ଫାଦର୍ ବାପା Rich ରିଚ୍ ଧନୀ With ଉଇଥ୍ ସହିତ
Favor ଫେଭର୍ ଉପକାର Right ରାଇଟ୍ ଡାହାଣ Work ଉଆର୍କ୍ କାମ
Fear ଫିଅର୍ ଡର Room ରୁମ୍ କକ୍ଷ Worst ଓର୍ସଟ୍ ଖରାପ  
Festival ଫେସ୍ଟିଭାଲ୍ ପର୍ବ Run ରନ୍ ଦୌଡ Wrong ରଂଗ୍ ଭୁଲ୍
Few ଫିଉ ଅଳ୍ପ Safe ସେଫ୍ ସୁରକ୍ଷିତ Year ଇୟର୍ ବର୍ଷ
Fine ଫାଇନ୍ ଠିକ୍ Safety ସେଫଟି ସୁରକ୍ଷା Yes ଇଏସ୍ ହଁ
Fire ଫାଏର୍ ନିଆଁ Save ସେଭ୍  ସଂଚୟ  Yesterday ୟେସ୍ଟର୍ ଡେ ଗତ କଲି
Five ଫାଇବ୍ ପାଂଚ Say ସେ  କୁହ  You ଇଉ ତୁମେ
Food ଫୁଡ୍ ଖାଦ୍ୟ Search ସର୍ଚ୍ ଖୋଜିବା Your  ଇଓର୍   ତୁମର
Foreign ଫରେନ୍ ବିଦେଶ  Security ସିକୁରିଟି  ଜଗୁଆଳୀ  FALSE ଫଲସ୍ ମିଛ
Forget ଫରଗେଟ୍  ଭୁଲିବା   See  ସି ଦେଖ TRUE ଟ୍ରୁ ସତ୍ୟ

Easy course to learn English in Odiya (Oriya)| Quick English learning lesson in Oriya (Odiya). Top 300 words in Oriya (Odiya) to start English speaking.

Previous Next