Facebook Twitter Google Home


Home
Home
Home
Home

Learn free online English grammar through Odiya (Oriya): General English grammar

Level - I

Lession - 3

ସ୍ଟୋରୀ -7

ଆଜି ସବୁ ଫ୍ରେଣ୍ଡ୍ସ (ସାଂଗ) ମାନେ ପିକନିକ୍ ଯିବାର ପ୍ରୋଗ୍ରାମ୍ କରି ଛନ୍ତି. ପ୍ରାଇଭେଟ ବସ୍ ହୋଲ୍(ପୁରା) ଡେ(ଦିନ) ପାଇଂ ହାୟାର୍(ଭଡା) ରେ ନିଆ ହେଇଛି| ୟେ ଗୋଟେ ଇଚ୍(ସମସ୍ତଂକ ଠାରୁ ସମାନ ପଇସା ମିସେଇ) ପିକନିକ୍ ଟିମ୍ ସବୁ ଟାସ୍କ୍(କାମ) ଡିସାଇଡ଼(ତିଆରି) କର ହେଇଛି ଏବଂ ଅଲ ଟିମ୍ ମେମ୍ବେରସ୍(ସବୁ ଲୋକ) ମାନଂକୁ ଅସାଇନ୍(କରିବାକୁ ଦବା) କରା ହୋଇଛି| ମୋତେ ସବୁ ଆକାଉଂଟ୍(ଖାତା କାମୋ) ମେନେଜ୍(ନିୟନ୍ତ୍ରଣ) କରିବାର ବୋର୍କ୍ (କାମ) ଅସାଇନ୍(ମିଳିବା) କର ହୋଇଛି, କାହାକୁ ଲଂଚ୍(ଦ୍ବିପହର ର ଖାଇବା), କାହାକୁ ବ୍ରେକଫସ୍ଟ୍(ସକାଳୋ ଖାଇବା) ଅରଂଜ୍(ବ୍ୟବସ୍ଥା) କରିବାକୁ| ମୁ ବ୍ବିଣ୍ଡୋ(ଝରକା) ପାଖରେ ଡ୍ରାଇଭର୍(ଚାଳକ) ସିଟ୍(ଚୌକି) ର ବେକ୍ ସାଇଡ(ପଛ ପାଖ) ସିଟ୍ ରେ ବସି ଥିଲି. ଡ୍ରାଇଭର୍ ବହୁତ୍ କୟର୍ଲେସ୍(ବେପରବା) ହେଇ ଡ୍ରାଇଭ୍ (ଚାଲୁଥିଲା) କରୁଥିଲା ଟ୍ରାଫିକ୍ (ପରିବହନ) ସିଗନାଲ୍ (ଚିଂହ) କୁ ଇଜିଲି (ସହଜରେ) ବ୍ରେକ୍ (ଭାଂଗୁ) ଥିଲା ଅହୁରି ପାନ ଚୋବେଇ ଚଳନ୍ତା ଗାଡି ରୁ ଚେପ ପକାଉଥିଲା| ମୁଁ ବସ୍ ରଖିବା ପାଇ କହିଲି ଆଉ ତାର ପ୍ରପୋରଲୀ (ଭଲ ଭାବରେ) କ୍ଳାସ୍(ପାଠ ସିଖାଇବା) ନେଲି, ଦେରଆଫଟର୍(ତା ପରେ) ସେ ସୁଧରି ଗଲା| ରାସ୍ତା ରେ ବହୁତ୍ ପ୍ରକାର ଟ୍ରିସ୍(ଗଛ) ଏବଂ ହିଲ୍ସ୍(ପାହାଡ଼) ମିଳିଲା| ତା ପରେ ଆମେ ଓଲଡ୍(ପୁରୁଣା) ଫୋର୍ଟ୍(ଦୁର୍ଗ) ପହଂଚିଲେ. ସେ ଠି ଯାଇ ଅମେ ପ୍ରଥମେ ପ୍ଲେସ୍(ଜାଗା) ଫାଏଣ୍ଡ୍(ଖୋଜିବା) କଲୁ ଏବଂ ବ୍ରେକଫସ୍ଟ୍(ସକାଳୋ ଖାଇବା) ନେଲୁ| ସାରା ଗ୍ରୁପ୍(ସମୁହ) ତା ପରେ ଫୋର୍ଟ୍ ଭିଜିଟ୍(ବୁଲିବା) କରିବାକୁ ବାହାରିଲେ ଫୋର୍ଟ୍ ର କନସ୍ଟର୍କ୍ସନ୍(ନିର୍ମାଣ) ଏବଂ ଆର୍ଟ୍(କଳା) ଦେଖି ଆଇଜ(ଆଖି) ଚମକି ଗଲା|ଏତେ ଡିକଡସ୍(କେତେ ସତାବଦୀ) ଅଗରୁ କିଂଗ୍(ରାଜା) ଏମିତି ଆର୍ଟିସ୍ଟ୍(କଳାକାର) ଏବଂ ଲେବର୍ (ମଜୁରିଆ) କେମିତି କଲେକ୍ଟ୍(ପାଇବା) କରି ଥିବେ? ତା ପରେ କିଛି ଡିସଟେନସ(ଦୁରରେ) ଗୋଟେ ବୋଟୋର ଫଲ୍(ଝରଣା) ଥିଲା, ସମସ୍ତେ ବହୁତ୍ ଏନଯୋୟ(ମଜା) କଲେ ଏବଂ ମୁ ଲିଟଲ୍ ବିଟ୍(ଟିକେ) ସ୍ବିମିନଗ୍(ପହଁରିବା) ବି ଗୋଟେ ଫ୍ରେଣ୍ଡ୍ ପାଖରୁ ସିଖିଲି.ସେଇ ଜାଗାରେ ବହୁତ୍ ଡେନଜର୍(ଭାୟାନକ) ଏନିମଲସ୍(ଜନ୍ତୁ) ଅଛନ୍ତି, ଲାଇକ(ଯେମିତିକି) ଲାୟୋନ୍(ସିଂହ)| ଆଉ କିଛି ମୋଂକିଜ୍(ମାଂକଡ଼) ବି ଦେଖିବାକୁ ମିଳିଲା. ତା ପରେ ଆମେ ଲଂଚ୍(ଦ୍ବିପହର ର ଖାଇବା) ନେଲୁ ଏବଂ ଗର୍ବେଜ୍(ଅଳିଆ) କୁ ଜମା କରି ସେଇ ପ୍ଲେସ୍(ଜାଗା) କୁ କ୍ଲିନ୍(ସଫା) କଲୁ, କାହିଁକି ନା ଏଇଟା ହିସ୍ଟୋରିକଲ୍(ଐତିହାସିକ) ପ୍ଲେସେଜ୍ (ଜାଗା), ଆମର ହେରିଟଜ୍(ସ୍ମୃତି) ଏବଂ ଏଠି ଡଟ୍ରି(ଅଳିଆ) କରିବା କଥା ନୁହେ. ବଂଚି ଥିବା ଖାଇବା କୁ ଆଖ ପାଖ ର ଗରିବ ମାନଂକୁ ଡିସଟ୍ରିବ୍ୟୁଟ(ବାଣ୍ଟି ଦବା) ଦେଲୁ| ଇବିନିଂଗ୍(ସନ୍ଧ୍ୟା) ସେବେନ୍ ଓ କ୍ଲୋକ୍(ସାତ ଟା ବେଳକୁ) ଅମେ ସବୁ ହୋମ୍ ବେକ୍(ଘରକୁ ଫେରିବା) କଲୁ|

ସ୍ଟୋରୀ -8

ଗୁଡ ମୋର୍ନିଂଗ୍(ଶୁଭ ସକାଳ) ସମସ୍ତଂକୁ | ସଡେନଲୀ(ଅଚାନକ୍) ମୁଁ ଏହି ମିଟିଂଗ୍ (ସଭା) ଡାକିଛି ବିକଜ୍ (କାରଣ) ଓଫିସର୍ ଆମ ଓଫିସକୁ ନେକସ୍ଟ୍ ବିକ୍ (ଆସନ୍ତା ସପ୍ତାହରେ) ଭିଜିଟିଂଗ୍ (ବୁଲିବାକୁ) ଆସିବେ |
1. ମୁଁ କିଛି ରୁଲ୍ (ନିୟମ) ସ୍ଟାଫ୍ (କର୍ମଚାରୀ) ମାନଂକ ପାଇଁ ବନାଇଛି | ଡେଲୀ (ପ୍ରତିଦିନ) ସମସ୍ତେ ଦଫତର୍ ନିର୍ଧାରିତ ଟାଇମ୍ (ସମୟ) ରେ ଆସିବେ | ମୁଁ ସେ ରିଗାରଡିଂଗ୍ (ବିସୟରେ) ଇନ୍ସଟରକ୍ଟେଡ୍ (ନିର୍ଦେସ) ଦେଇ ସାରିଛି ଯଦି କେହି ବିଳମ୍ବରେ ଆସନ୍ତି ତାହେଲେ ତାଂକୁ ଅନୁପସ୍ଥିତ ଦଣ୍ଡିତ କରାଯିବ |
2. ଦୟାକରି ଦସ ମିନିଟ୍ କନସିଡର୍ (ଧ୍ୟାନ ରଖନ୍ତୁ) ଦେୟରଆଫଟର୍ (ତା ପରଠାରୁ) କିଛି ଏକସକୂଜ୍ (କ୍ଷମା) ପ୍ରାର୍ଥନା ଶୁନନ୍ତୁ ନାହିଁ |
3. ଏହି ପିରିଓଡ୍ (ସମୟ) ମଧ୍ୟରେ (ଲିଭ୍) ଛୁଟି ଆପଲୟ (ଦରଖାସ୍ତ) କରନ୍ତୁ ନାହିଁ | ଛୁଟି ରିକୁଏସଟ (ପ୍ରାର୍ଥନା) ରିଜେକଟେଡ଼ (ନାମଂଜୁର) କରାଯିବ | ଯଦି କାହାରି କିଛି ଓବଜେକସୋନ୍ (ଆପତ୍ତି) ଥାଏ ତେବେ ମୋତେ କୋଂଟାକଟ୍ (ସାକ୍ଷାତ) କରନ୍ତୁ |
4. ଅସାଇଣ୍ଡ୍ (ଦିଆ ଯାଇଥିବା) କାମ ସାରିବାକୁ ଟ୍ରାଈ (ଚେସ୍ଟା) କରନ୍ତୁ ଏବଂ ପ୍ରୋପର୍ ପ୍ଲାନ୍ (ସଠିକ୍ ଯୋଜନା) ସହ ଫିନିସ୍ (ଶେଷ) କରନ୍ତୁ | କିନ୍ତୁ ମୁଁ କୌଣସି ଭୁଲ୍ ଆକସେପଟ୍ (ଗ୍ରହଣ) କରିବି ନାହିଁ |
5. କର୍ମଚାରୀ ମାନଂକ ସହିତ ସଠିକ୍ କୋଓରଡ଼ିନେସୋନ୍ (ତାଳମେଳ) ରେ କାମ କରନ୍ତୁ | ଯଦି କୌଣସି କୋନଫଲିକଟ୍ (ବିରୋଧ) ଅଛି ତାହେଲେ ମୋତେ ଜଣାନ୍ତୁ | ତାହେଲେ ମୁଁ ତାକୁ ରୀଜଲଭ୍ (ସମାଧାନ) କରିବାକୁ ଚେସ୍ଟା କରିବି |
6. ଏଵରିଉଆନ (ସମସ୍ତେ) କ୍ବାଲିଫୀଏଡ଼ (ଜ୍ଞାନୀ) ଏବଂ ଏକସ୍ପେରିଏନସ୍ଡ (ଅନୁଭବୀ) | ସମସ୍ତେ ଚ୍ୟାଲେଂଜ୍ (ବାଧା) ର ସମ୍ମୁଖିନ ହବା ପାଇଁ ଯୋଗ୍ୟ |
7. ସମସ୍ତେ ନିଜ କାମ ପାଇଁ ରେସ୍ପୋନସିବଲ୍ (ଦାୟୀ) | ଯଦି କୌଣସି ରେକୋରଡ଼ (ନଥିପତ୍ର) ମଗାଜାଏ ତାହେଲେ ସେ ଯେମିତି ଉତ୍ତର ଦିଅନ୍ତି ଅଥବା ତା ବିସୟରେ ନୋଲେଜ୍ (ଜ୍ଞାନ) ଥିବା ଜରୁରୀ |
8. ଦୟାକରି ଦଫତର୍ ରେ ଭଲ ବିହେଭିଅର୍ (ବ୍ୟବହାର) ମେନଟେନ୍ (କରନ୍ତୁ) ଏବଂ ଜଣେ ଆରଜଣ କଂ ପ୍ରତି ରେସପେକଟ୍ (ସମ୍ମାନ) ପ୍ରଦର୍ସନ କରିବେ |
9. ସବୁ ଓରଯେଂଟ୍ (ଜରୁରୀ) ଚିଠି ପଠା ହବା ଉଚିତ୍ ସଠିକ୍ ସମୟରେ ଏବଂ ସେଗୁଡିକ ର ଡେଲିଭରି (ପ୍ରଦାନ) ହେଲା କି ନାହି ତାର୍ ଟ୍ରାକ୍ (ବିବରଣୀ) ରଖିବା ଉଚିତ୍ |
10. କମ୍ପୁଟର୍ ର ତଥ୍ୟ ସାଇତି ରଖିବା ଉଚିତ୍ ଏବଂ ଯଦି କିଛି ଅସୁବିଧା ଥାଏ ଇମିଡିଏଟଲୀ ଫିକସ୍ (ତୁରନ୍ତ ଠିକ) କରିବା ଉଚିତ୍ |
11. ଇନକମ୍ ଟ୍ୟକ୍ସ୍ (ଆୟ କର) ସରକାର୍ କୁ ଦବା ପାଇଁ ସମସ୍ତ କୁଂ ରିକୁଏସଟ (ନିବେଦନ) କରାଯାଉଛି |
a.କର୍ମଚାରୀ- ଏକସକୂଜ୍ (କ୍ଷମା) କରନ୍ତୁ ସାର୍ ମୁଁ ଭାବୁନାହି କି ସେଇଟି ଇମପୋରଟନ୍ଟ୍ (ଜରୁରୀ) ବୋଲି; ଅନ୍ୟମାନେ ନେଭର୍ (କେବେବି) ଆୟ କର ଦିଅନ୍ତି ନାହି |
b.ମୁଖିଆ -ଭଗତ ସିଂ ଥିଂକ୍ (ଭାବିଥିଲେ) କି ସକ୍ରିଫାଇସ୍ (ବଳିଦାନ) ପୁର୍ବରୁ ଯେ ଆଉ କେତେ ମେନି (ଜଣ) ତାଂକୋ ସାଥିରେ ବଳିଦାନ ଦେବେ?
c.ଆୟ କର ସରକାର୍ କୁ ଦବା ପାଇଁ ତୁମକୁ ରିକୁଏସଟ (ଅନୁରୋଧ) କରାଯାଉଛି |

ଦୟାକରି ଓଫିସର୍ କଂ ହୋସ୍ପିଟାଲିଟି (ଆଥିତେୟତା) ରେ କନସନ୍ଟ୍ରେଟ୍ (ମନ) ଦିଅନ୍ତୁ | କୌଣସି ଅସୁବିଧା ଯେପରି ରେଜଡ଼ (ନଜରକୁ) ନ ଅଣାଯାଏ ଓଦର୍ବିଜ୍ (ନ ହେଲେ) ଏହାକୁ ଜଣାଇ ଦିଆ ଯିବ | ଇନ୍ଫୋରମେସନ୍ (ତଥ୍ୟ) ଅନୁସାରେ ବ୍ୟମଯାନ ର ଆରଇଭାଲ୍ (ପହଂଚିବା) ସମୟ ହଉଛି ସକାଳ ନ' ଅ ଟା ବେଳେ | ବ୍ୟମଯାନ ରହଣୀ ସ୍ଥଳ କୁ ଗାଡି ଚାଳକ କୁ ଘଣ୍ଟାକ ବିଫୋର୍ (ପୁର୍ବରୁ) ପଠାଓ | ଏବଂ ତାକୁ ବନ୍ଚ୍ ଓଫ୍ ଫ୍ଲବାର (ଫୁଲ ତୋଡା) ନବା ପାଇଁ କହିବ ଓଫିସର୍ କଂ ବେଲକମ୍ (ଆସିବା) ପାଇଁ | ଯଦି କାହାରି ଡାଉଟ୍ (ସନ୍ଦେହ ) ଅଥବା ପ୍ରୋବଲେମ୍ (ଅସୁବିଧା) ଥାଏ ତାହେଲେ ଫିଲ୍ ଫ୍ରି (ନିଜକୁ ସହଜ) ମନେ କରି ମୋତେ ସାକ୍ଷାତ କରନ୍ତୁ | ସେ ବିସୟରେ ଗୋଟେ ଉପଦେସ ତିଆରି କରନ୍ତୁ | ସବୁ କର୍ମଚାରୀ କୁଂ ଇମେଲ୍ ପଠାନ୍ତୁ ଏବଂ ସେଥିରେ ମୋତେ ଅନ୍ତର୍ଭୁକ୍ତ କରନ୍ତୁ |

ପ୍ରାକ୍ଟିସ୍ (ଅଭ୍ୟାସ) -

ପ୍ରଥମ ସୁଚୀ ପାଇଁ ତିନିସହ ସବ୍ଦ ବନାହୋଇଛି | ତୁମେ ଜାଣ କି ତୁମେ କେତେ ସବ୍ଦ ଶିଖିଲ ଏହି ଛୋଟୋ କାହାଣୀ ରୁ ? ହଜାରେ ସବ୍ଦ ର ସୁଚୀ ବନାହୋଇଛି ଯଉଗୁଡିକ ପ୍ରାୟ ବ୍ୟବହାର ରେ ଆସେ | ସୁବିଧା ଅନୁସାରେ ଚେସ୍ଟା କର କଥା ହବା ପାଇଁ | ଯଦି ତୁମେ ଭାବୁଛ ତାହେଲେ ନୂଆ ସବ୍ଦ ର ସୁଚୀ ବନାଓ |

Previous Next