Facebook Twitter Google Home


Home
Home
Home
Home

ଛୋଟୋ ପିଲା ମାନଂକ ପାଇଁ ଇଂଗରାଜୀ କହିବା କୋର୍ସ୍| Best tips to teach English to Kids by Oriya (Odia/Odiya)| Easy ways to teach English speaking for Children through Oriya (Odia/Odiya).


ଛୋଟୋ ପିଲା ମାନଂକ ପାଇଁ ଇଂଗରାଜୀ କହିବା କୋର୍ସ୍
English speaking course for kids

ଛୋଟୋ ପିଲା ମାନଁକୁ ସିଖାଇବା ବହୁତ ସହଜ ଯେମିତିକି ତାଁକୋ ମାତୃ ଭାସା ସିଖାଇବା ସହଜ | ଯେତେବେଳଠୁ ଛୋଟୋ ପିଲା କଥା କହିବା ଆରମ୍ଭ କରନ୍ତି | ଛୋଟୋ ପିଲା ମାନେ ଶିଘ୍ର ଶିଖି ପାରନ୍ତି ଏବଂ ଶିଘ୍ର ଭୁଲି ମଧ୍ୟ ଯାନ୍ତି | ପ୍ରଥମେ ତୁମକୁ କଠିନ ପରିସ୍ରମ କରିବା ଦରକାର | ଦୟାକରି ଧର୍ଜ୍ୟ ରଖନ୍ତୁ ଏବଂ ପ୍ରତିଦିନ ନୁଆ ବାକ୍ୟ ସିଖାଇବାକୁ ଚେସ୍ଟା କରନ୍ତୁ ଅଭ୍ୟାସ ସହିତ | ଛୋଟୋ ପିଲା ମାନଁକୁ ଇଂଗରାଜୀ ସିଖାଇବା ଆରମ୍ଭ କରିବାକୁ କିଛି କୌସଳ ତଳେ ଦିଆ ହୋଇଛି |

1. ଇସାରା - ଯେମିତିକି ପିଲାକୁ ଉଠାଇବା, ବସ, ଯା, ଖା ଇତ୍ୟାଦି ଇସାରା ସହିତ ସିଖାଇବା ଦରକାର |
2. ତଳେ ଦିଆ ଯାଇ ଥିବା ସୂଚୀ ଅନୁସାରେ ଇଂଗରାଜୀ ଏବଂ ଓରିଆ ଦୁଇଟି ଯାକ ଭାସା ସିଖାନ୍ତୁ | ତା ଦ୍ବାରା ସେ ଦୁଇଟି ଯାକ ଭାସା ସହଜରେ ଶିଖି ପାରିବ |
3. ସିଖାଇବା ବେଳେ ଉଛାରଣ ସିଖାନ୍ତୁ ନାହି | କେବଳ ଇଂଗରାଜୀ ବାକ୍ୟ କୁହନ୍ତୁ ଏବଂ ସିଖାନ୍ତୁ | ସେ ଜଣେ ନାହି କଉଟି ଇଂଗରାଜୀ କଉଟି ଓରିଆ |
ସେ ଯେମିତି ଜାଣୁ ଏହା ଗୋଟେ ଜିନିସର ଦ୍ବିତୀୟ ନାମ ଯେମିତିକି ପ୍ରଥମେ ଓରିଆରେ: ବିଲେଇ ଏବଂ ଇଂଗରାଜୀ ରେ କ୍ୟାଟ୍ | କିନ୍ତୁ ଏପରି ନୁହ ଶି ଏ ଟି = କ୍ୟାଟ୍, କ୍ୟାଟ୍ ମାନେ ବିଲେଇ | ଯଦି ତୁମେ ଏପରି କଠିନ ଉପାୟରେ ସିଖାଇବ, ତେବେ ସେ ସିଖିବା ପରିବର୍ତେ ତାକୁ ଭ୍ରାନ୍ତି ହବ |
4. ସିଖିବା ପାଇଁ ଅଧିକ ଯୋର୍ କରନ୍ତୁ ନାହି | ଧିରେ ଧିରେ ସିଖାନ୍ତୁ ତା ହେଲେ ସେ ସିଖିବାକୁ ଆଗ୍ରହ ପ୍ରକାଶ କରିବ ଏବଂ ତାକୁ ମଜା ମଧ୍ୟ ଲାଗିବ |
5. ବାକ୍ୟ ସୂଚୀ ବିଶେଷ କ୍ରମରେ ଲେଖା ହୋଇଛି ତା ଦ୍ବାରା ତୁମକୁ ପଢାଇବା ଏବଂ ପିଲାକୁ ସିଖିବା ସହଜ ହବ | ଦେଢ ଶହ ଜରୁରି ବାକ୍ୟ ଦିଆ ଯାଇ ଅଛି |
6. ସିଖାଇବା ବେଳେ ଛବି ଦେଖାନ୍ତୁ, ଏବଂ ଜିନିସକୁ ଇସାରା କରନ୍ତୁ | ତା ଦ୍ବାରା ସେ ଶିଘ୍ର ଶିଖିବ |
7. କଥା କହିବା ବେଳେ ପ୍ରଥମେ ମାତୃ ଭାସା କୁହନ୍ତୁ, ତା ପରେ ଇଂଗରାଜୀ କୁହନ୍ତୁ ଏବଂ କହିବା ସିଖାନ୍ତୁ |
8. ପିଲାର ବୟସ ଅନୁସାରେ ପ୍ରଥମେ ତାକୁ ଚିତ୍ର ଆଂକିବା ସିଖାନ୍ତୁ ଏବଂ ତା ପରେ ଢାଂଚା ଯ ଦ୍ବାରା କି ସେ ଲେଖିବାକୁ ଯୋଗ୍ୟ ହୋଇ ପାରିବ | ତା ପରେ ଯାଇ ବର୍ଣମାଲା ସିଖାନ୍ତୁ |
9. କ୍ରମ ଅନୁସାରେ ସେମାନଂକୁ ରଂଗ ଚିନ୍ହିବା, ଘରର ଜିନିସ ପତ୍ର ଏବଂ ଜନ୍ତୁ କିଟ, ପତଂଗ ନାମ କୁହନ୍ତୁ |
10. କ୍ରମ ଅନୁସାରେ ବାକ୍ୟ ଉଛାରଣ କରନ୍ତୁ, ତା ଦ୍ବାରା ସେ ମନେ ରଖିବ ଏବଂ ସହଜରେ ବୁଝି ପାରିବ |
11. ଭଲ ଏବଂ ଖରାପ ଅଭ୍ୟାସ ସିଖାନ୍ତୁ | ଯେମିତିକି କଉଟା କରିବା ଉଚିତ ଏବଂ କଉଟା ଅନୁଚିତ | ଯେମିତିକି ସବୁ ବେଳେ ସତ କୁହ ଏବଂ ମିଚ୍ଛ କୁହ ନାହି |
12. ତୁମ ପିଲାଂକ ପାଇଁ କିଛି ଜରୁରୀ ଜ୍ଞାନ ଦିଆ ଯାଇଛି | ଯେମିତିକି ଦରକାର ନାମ, ପିନ୍ କୋଡ୍, ଫୋନ୍ ନମ୍ବର୍,ଏବଂ ଠିକଣା ଇତ୍ୟାଦି |
13. ଯେତେବେଳେ ସେ ଏହା ସିଖିବ ସେତେବେଳେ ତାକୁ ଦୁଇଟି ସବ୍ଦ ର ଛୋଟ ବାକ୍ୟ, ତା ପରେ ତିନ ଟି ର | ସେ ଉଛାରଣ କରି ପାରିବନି କିନ୍ତୁ ବୁଝି ପାରିବ |

ସମୟ ଆସିବ ଯେତେବେଳେ ତୁମ ପିଲା ତୁମ ମାତୃ ଭାସା ଇଂଗରାଜୀ ସହିତ କହି ପାରିବ | ଯାହାକି ପୃଥିବୀରେ ସବୁଠୁ ଅଧିକ କୁହା ଯାଉଥିବା ଭାସା | ତୁମ ଦ୍ବାରା କରା ଯାଇଥିବା କଠିନ ପରିସ୍ରମ, ତୁମର ପିଲା କୁ ଏକ ମଜବୁତ୍ ଢାଂଚା ଦବ ଭାବିସ୍ୟତ ରେ |

xzz
Oriya English English Oriya English English Oriya English English
ମା  ମଦର୍  Mother ପେଲିବା  ପୁସ୍  Push  ଖଟ୍ଟା  ସୋର୍ Sore
ବାପା  ଫାଦର୍  Father ଠିକ  ଓକେ  Ok ମିଠା  ସୁଇଟ୍  Sweet
ଖାଦ୍ୟ  ଫୁଡ୍  Food ଦରଜ ପେନ୍  Pain ପିତା  ବିଟ୍ଟର୍ Bitter
ପାଣି  ବାଟର୍  Water ଖେଳିବା  ପ୍ଲେ  Play ଭୁଲ୍  ରୋଂଗ୍  Wrong
ଖାଓ  ଇଟ୍  Eat ଶୋଇବା  ସ୍ଲିପ୍  Sleep କିଏ  ହୁ  Who
ପିଅ  ଡ୍ରିଂକ୍  Drink କହିବା  ସେ  Say କେବେ  ହୁଏନ୍  When
ଖେଳଣା   ଟୋୟଜ୍  Toys କହିବା ଟେଲ୍  Tell କଉଠି  ହୁଏର୍  Where
ହସ  ସ୍ମାଇଲ୍  Smile ଚୁପ୍  ସଇଲେନଟ୍  Silent କଣ  ହୁଅଟ୍  What
ହସ  ଲଫ୍  Laugh आराम करो रिलॅक्स Relax ସକାଳ  ମୋର୍ନିଂଗ୍  Morning
ଛିଡା ହବା  ସ୍ତଣ୍ଡ୍  Stand ହାତ  ହାଣ୍ଡ୍  Hand ସନ୍ଧ୍ୟା  ଇଭେନିଂଗ୍  Evening
ବସ  ସିଟ୍  Sit ଗୋଡ଼  ଲେଗ୍  Leg ଦ୍ବିପହର  ନୁନ୍  Noon
ଯାଓ  ଗୋ  Go ଆଖି  ଆଇ  Eye ରାତି  ନାଇଟ୍  Night
ଆସ  କମ୍  Come ମୁହଁ  ମାଉଥ୍  Mouth ଟଂକା  ମୋନି  Money
ଏଇଠି  ହିୟର୍  Here ମୁଖ ମଣ୍ଡଳ  ଫେସ୍  Face ଦୟାକରି  ପ୍ଲିଜ୍  Please
ସେଇଠି  ଦେୟର୍  There ଚୁଟି  ହେଆର୍  Hair ଧନ୍ୟବାଦ  ଥେନ୍କସ୍  Thanks
ଦୌଡ  ରନ୍  Run ଶରୀର  ବୋଡି  Body ନମସ୍କାର  ହେଲୋ  Hello
ଚାଲିବା  ଉଆକ୍  Walk କାନ  ଇଅର୍  Ear ଆଲୋକ  ଲାଇଟ୍  Light
ପାଦ  ସ୍ଟେପ୍  Step ଶୁଣିବା  ହିୟର୍  Hear ଅନ୍ଧାର  ଡାର୍କ୍  Dark
ଧିରେ  ସ୍ଲୋ  Slow ସ୍ବର  ଭୋଏସ୍  Voice ଡର  ଫିଅର୍  Fear
ସିଘ୍ର  ଫାସ୍ଟ୍  Fast ପରିବା  ଭେଜିଟେବଲ୍  Vegetable ତିଆରି  ମେକ୍  Make
ପଛରେ  ବେକ୍  Back ଫଳ  ଫ୍ରୁଟ୍  Fruit ଭାଂଗିବା  ବ୍ରେକ୍  Break
ରୁହ  ସ୍ଟୋପ୍  Stop ଔଷଧ  ମେଡିସିନ୍  Medicine ସାମନା  ଫ୍ରୋନ୍ଟ୍  Front
ଉପର  ଅପ୍  Up ଭୋକ ଲାଗିବା  ହଂଗ୍ରୀ  Hungry ଲୁଚାଇବା  ହାଇଡ୍  Hide
ତଳେ  ଡାଉନ୍  Down ଶୋଷିଲା  ଥରସ୍ଟି  Thirsty ମଉକା  ଚାନସ୍  Chance
ଦେଖିବା  ସି  See ଘର  ହୋମ୍  Home ଖୋଜିବା  ସର୍ଚ୍  Search
ଦେଖାଇବା  ସୋ  Show କୋଠରୀ  ରୁମ୍  Room ବଡ  ବିଗ୍  Big
ଦବା  ଗିଭ୍  Give ବିଛଣା  ବେଡ୍  Bed ଛୋଟୋ  ସ୍ମଲ୍  Small
ଦରକାର ଉଆନଟ୍  Want ଗାଧୋଇବା  ବାଥ୍  Bath ତୁମେ  ୟୁ  You
ନବା  ଟେକ୍  Take ଶୌଚାଳୟ  ଟୋଇଲେଟ୍  Toilet ମୋତେ  ମି  Me
ଛାଡି ଦବା  ଲିଭ୍  Leave କବାଟ  ଡୋର୍  Door ମୁଁ  ଆଇ  I
ରଖିବା  ପୁଟ୍  Put ଝରକା  ଉଇଣ୍ଡୋ  Window ଭାଇ  ବ୍ରୋଦର୍  Brother
ଆଣିବା  ବ୍ରିଂଗ୍  Bring ଜାଗା  ପ୍ଲେସ୍  Place ସାଂଗ  ଫ୍ରେଣ୍ଡ୍  Friend
ଏହା  ଦିସ୍  This ବଗିଚା  ପାର୍କ୍  Park ସେ  ହି  He
ତାହା  ଦାଟ୍  That ମନ୍ଦିର  ଟେମ୍ପଲ୍  Temple ତାହାର  ହର୍  Her
ହଁ  ୟସ୍  Yes ଭଗବାନ  ଗୋଡ୍  God ତାହାର  ହିମ୍  Him
ନାହିଁ  ନୋ  No ପ୍ରାର୍ଥନା ପ୍ରେୟର୍  Prayer ତାହାର  ହିଜ୍  His
ଶୁଣ  ଲିସନ୍  Listen ବଜାର  ମାର୍କେଟ୍  Market ମୋର  ମାୟ  My
ଦେଖ  ଉଆଚ୍  Watch ନିଆଁ  ଫାୟର୍  Fire ସେ  ସୀ  She
ନାଚ  ଡାନସ୍  Dance ବରସା  ରେନ୍  Rain ଭଉଣୀ  ସିସ୍ଟର୍  Sister
ଆନନ୍ଦ  ଏନଜୋୟ  Enjoy ପବନ  ଏଅର୍  Air ଆମ  ଅସ୍  Us
କରିବା  ଡୁ  Do ନାମ ନେମ Name ଆପଣକଂର  ୟୋର୍  Your
ପାଟି ତୁଣ୍ଡ  ନୋଏଜ୍  Noise ଆଛା  ଗୁଡ  Good ପୁଅ  ବୋୟ  Boy
ଦେଖ  ଲୁକ୍  Look ଖରାପ ବେଡ୍  Bad ସୁରକ୍ଷିତ  ସେଫ୍  Safe
ବସ୍ତ୍ର  କ୍ଲୋଥ୍  Cloth ନାଇଁ  ନଟ୍  Not ସାହାଯ୍ୟ ହେଲପ୍  Help
ଆକାଶ ସ୍କାଇ  Sky ବାମ ପଟକୁ  ଲେଫ୍ଟ୍  Left ଝିଅ  ଗର୍ଲ୍  Girl
ଚନ୍ଦ୍ର  ମୁନ୍  Moon ଡାହାଣ ପଟକୁ  ରାଇଟ୍  Right ଏକ  ଉଆନ୍  One
ସୁର୍ଯ୍ୟ ସନ୍  Sun ଖୋଲା  ଓପେନ୍  Open ଦୁଇ  ଟୁ  Two
ତାରା  ସ୍ଟାର୍  Star ବନ୍ଦ  କ୍ଲୋଜ୍  Close ତିନ୍  ଥ୍ରୀ  Three
ପକ୍ଷୀ  ବାର୍ଡ଼  Bird ଠିକ  ଓକେ  Ok ଚାରି  ଫୋର୍  Four
ଦରଜ ପେନ୍  Pain ପେଲିବା  ପୁସ୍  Push ପାଂଚ ଫାଇବ୍  Five
ସ୍ବାଦ  ଟେସ୍ଟ୍  Taste

Free online English lessons in Odiya | Kids English speaking course in Oriya (Odiya/ Odia)| English speaking course for Oriya (Odiya/ Odia) Kids.| How to teach English to Oriya (Odiya/ Odia) for Children.

Previous Next