Facebook Twitter Google Home


Home
Home
Home
Home

Learn free online English grammar through Odiya- General English grammar.

English improving best tips in Oriya | English phrases meaning in Oriya.

Level - I

Lession - 5

ଯଦି ତୁମେ ଦୁଇଟି ସବ୍ଦ ବ୍ୟବହାର କରି ପାରିବ ତାହେଲେ ତୁମେ ତିନୋଟି ଅଥବା ତିନୋଟି ରୁ ବେସି ସବ୍ଦ ବ୍ୟବହାର ପାଇଁ କୌଣସି ଅସୁବିଧା ର ସମ୍ମୁଖିନ ହବ ନାହି | ସବୁ ସବ୍ଦ ଗୁଡିକ ଜଣାଶୁଣା ଲାଗିବ | ବହୁତ ଅନୁସନ୍ଧାନ କଲା ପରେ ସୁଚୀ ଟି ବନାହୋଇଛି | ଛୋଟୋ ଛୋଟୋ ବାକ୍ୟ ନେଇ ସୁଚୀ ଟି ତିଆରି କରା ଯାଇଛି ଯଉଗୁଡିକ ପ୍ରାୟ ବ୍ୟବହାର ରେ ଆସେ | ବାକ୍ୟ ମନେ ରଖନ୍ତୁ ଏବଂ ଅଭ୍ୟାସ କରନ୍ତୁ | ଦୟାକରି ପଢନ୍ତୁ ଏବଂ କେବଳ ନିଜ ଭାସା ରେ ଲେଖା ହୋଇଥିବା ଘଟଣା ମନେ ରଖନ୍ତୁ ଏବଂ ବର୍ତମାନ ବନାନ କରିବାକୁ ଚେସ୍ଟା କରନ୍ତୁ ନାହିଁ |

English English Oriya English English Oriya
As I said ଆଜ୍  ଆଇ ସେଡ଼  ଯେମିତି କି ମୁ କହିଲି Let me check ଲେଟ୍ ମି ଚେକ୍ ମୋତେ ଦେଖିବାକୁ ଦିଅ
As you said  ଆଜ୍  ଇଉ  ସେଡ଼ ଯେମିତି କି ତୁମେ କହିଲ On the way ଅନ୍ ଦ ଉଏ ରାସ୍ତ ରେ
As you know  ଆଜ୍  ଇଉ  ନୋ ଯେମିତି କି ତୁମେ ଯାନିଛ I didn’t get ଆଇ ଡିଡ଼ନଟ୍  ଗେଟ୍ ମୁଁ ପାଇଲି ନାହି 
Leave me alone ଲିଭ୍ ମି ଅଲୋନ୍ ମୋତେ ଏକା ଛାଡ଼ିଦିଅ    Let me finish ଲେଟ୍ ମି ଫିନିସ୍ ମୋତେ ଶେଷ କରିବାକୁଦିଅ
Have a heart ହାଭ୍ ଏ  ହାର୍ଟ୍ ଗୋଟେ ହୃଦୟ  Who did it? ହୁ ଡିଡ୍ ଇଟ  ଏହା କିଏ କଲା 
Let me see/do ଲେଟ୍ ମି ସି /ଡୁ ମୋତେ ଦେଖିବାକୁ ଦିଅ Who are you? ହୁ ଆର ୟୁ? ତୁମେ କିଏ?
Don't cut the joke. ଦୋନଟ୍ କଟ୍  ଦ ଜୋକ୍ ଜୋକ୍ କୁ ଅଧାରୁ ରଖନୀ Whatever I have ହୁଆଟ୍ ଏଭର୍ ଆଇ ହାଭ୍ ମୋ ପାଖରେ ଯାହାବି
I am agree. ଆଇ ଆମ୍ ଆଗରି ମୁଁ ସହମତି ଦେଉଛି Whatever You have ହୁଆଟ୍ ଏଭର୍ ଇଉ ହାଭ୍ ତୁମ ପାଖରେ ଯାହାବି
As you like ଆଜ ଇଉ ଲାଇକ୍ ତୁମ ପସନ୍ଦ Whatever we have ହୁଆଟ୍ ଏଭର୍ ଉଇ ହାଭ୍ ଆମ ପାଖରେ ଯାହାବି
Don't be silly ଡୋନଟ୍  ବି ସିଲି ବୋକା ହୁଅ ନାହି  Please take care ପ୍ଲିଜ୍ ଟେକ୍ କେୟାର୍ ଦୟାକରି ଧ୍ୟାନ ଦିଅ 
Mind your work. ମାଇଣ୍ଡ୍ ଇଓର୍ ଉଆର୍କ୍ ନିଜ କାମରେ  ମନଦିଆ May I know ମେ ଆଇ ନୋ ମୁଁ ଜାଣିପାରେକି ?
I would say. ଆଇ ଉଡ୍ ସେ ମୁଁ କହିବାକୁ ଚାହିଁବି Keep me posted. କିପ୍ ମି ପୋସ୍ଟେଡ଼ ମୋତେ ଜଣାଇବେ 
As you wish. ଆଜ୍ ଇଉ ଉଇସ୍ ଯେମିତି  ତୁମେ ଚାହଁ Keep in touch କିପ୍ ଇନ୍ ଟଚ୍ ସଂପର୍କରେ ରହିବା
Its upto you. ଇଟସ୍  ଅପଟୁ  ଇଉ ଏହା ତୁମ ଉପରେ  Keep my word କିପ୍ ମାଇ ଉଆଡ୍ ମୋ କଥା ରଖ 
Shall I go? ସାଲ୍  ଆଇ ଗୋ ? ମୁଁ ଯାଇପାରେ None of them ନନ୍ ଅଫ୍ ଦେମ୍ ସେମାନକଂ ଭିତରୁ କେହିନୁହେଁ
Can I do? କ୍ୟାନ  ଆଇ ଡୁ ? ମୁଁ କରିପାରେ କି? It is completed. ଇଟ୍ ଇଜ୍ କମ୍ପଲିଟେଡ଼ ଏ ପୁରା ହେଇଯାଇଛି
Who is it? ହୁ  ଇଜ୍ ଇଟ୍ ? କିଏ ଇଏ ? You called me ଇଉ କଲଡ୍ ମି ତୁମେ ଡାକୁଥିଲ
Where is he/John? ହୋଆର୍  ଇଜ୍ ହି /ଜନ୍ ? ସେ/ଜନ୍ କେଉଁଠି ? See you later ସି ଇଉ ଲେଟର୍ ପରେ ଦେଖାହେବ
Are you angry? ଆର୍ ଇଉ ଆନଗଂରି ? ତୁମେ ରାଗିଛ? By the way ବାଇ  ଦ ଉଏ ସେମିତି ଭି 
Are you upset? ଆର୍ ଇଉ ଅପ୍ ସେଟ୍ ତୁମେ ଦୁଖୀ ? Face to face ଫେସ୍ ଟୁ ଫେସ୍ ସାମନା ସାମନି   
I am tired. ଆଇ ଆମ୍  ଟାଏଡ୍ ମୁଁ ଥକି ଯାଇଛି I am sick. ଆଇ ଆମ୍  ସିକ୍ ମୁଁ ବିମାର ଅଛି
Whats the matter? ହୁଆଟ୍ସ୍ ଦ ମ୍ୟାଟର୍ କଣ ବିସୟ ? It is impossible. ଇଟ୍ ଇଜ୍ ଇମ୍ପୋସିବୁଲ୍ ଏ ଅସମ୍ଭବ
Do you know? ଡୁ ଇଉ ନୋ ତୁମେ ଜାଣିଛ ? Don't confuse me. ଡୋଂଟ୍ କନିଫିଉଜଡ୍ ମି  ମୋତେ ଭ୍ରମ କରନାହି
Wait a minute ଉଏଟ୍ ଏ ମିନିଟ୍ ଗୋଟେ କ୍ଷଣ ଅପେକ୍ଷା କର Don't disturb me. ଡୋଂଟ୍ ଡିସ୍ଟର୍ବ୍ ମି  ମୋତେ ବ୍ୟସ୍ତ  କରନାହି
Please, Have a seat ପ୍ଲିଜ୍ ହାଭ୍ ଏ ସିଟ୍ କୃପାକରି ବସ Are you Ok? ଆର ଇଉ ଓକେ ତୁମେ ଠିକ୍ ଅଛ ?
I am sick ଆଇ ଆମ୍ ସିକ୍ ମୁଁ ବିମର ଅଛି I am busy ଆଇ ଏମ୍ ମୁଁ ବ୍ୟସ୍ତ ଅଛି
I was sick ଆଇ ଉଆଚ୍ ସିକ୍ ମୁଁ ବିମର ଥିଲି I am sorry ଆଇ ଏମ୍ ସରି ମୁଁ ଦୁଖିତ
Look at me. ଲୁକ୍ ଆଟ୍ ମି ମୋତେ ଚାହ I miss you ଆଇ ମିସ୍ ୟୁ  ମୁଁ ତୁମକୁ ମନେପକାଉଛି
Move a bit ମୁଭ୍ ଏ ବିଟ୍ ଘୁଂଚ Best of luck ବେସ୍ଟ୍ ଅଫ ଲକ୍  ଶୁଭକାମନା
I am with you. ଆଇ ଆମ୍ ଉଇଥ୍ ଇଉ ମୁଁ ତୁମ ସାଥିରେ ଅଛି  I heard it. ଆଇ ହର୍ଡ଼ ଇଟ  ମୁଁ ସୁଣିଲି 
I'll call you. ଆଇ ଉଇଲ୍ କଲ୍ ଇଉ ମୁଁ ତୁମକୁ ଡାକିବି  Who is that? ହୁ ଇଜ ଦେଟ୍? ସେ କିଏ ଅଟେ?
How do you know? ହାଓ ଡୁ ଇଉ ନୋ ? ତୁମେ କିପରି ଜାଣିଲ? Can I start? କେନ ଆଇ ସ୍ଟର୍ଟ୍? ମୁଁ ଆରମ୍ଭ କରି ପାରେ କି?
How can you say? ହାଓ କ୍ୟାନ୍  ଇଉ ସେ? ତୁମେ କିପରି କହୁଛ? None of us. ନୋନ ଅଫ୍ ଅସ୍  ଆମ ମଧ୍ୟରୁ କେହି ନୁହ 
How would you say? ହାଓ ଉଡ୍  ଇଉ ସେ ? ତୁମେ କିପରି କହିବ? Not an issue. ନୋଟ ଏନ ଇସୁ  କୌଣସି ବିସୟ ନାହି 
Where do you stay? ହୋଆର୍ ଡୁ ଇଉ ସ୍ଟେଏ ତୁମେ କଉଠି ରହୁ ଅଚ୍ଛ? Who was that? ହୁ ଉଆଜ୍ ଦେଟ୍? କିଏ ସେ?
What do you want? ହୁଅଟ୍ ଡୁ ଇଉ ଉଆନ୍ଟ୍ ତୁମେ କଣ ଚାହଁ? Take is seriously. ଟେକ୍ ଇଟ ସିରିଓସଲି  ଏହାକୁ ଗମ୍ଭିରତାର ସହ ଗ୍ରହଣ କର 
What do you mean? ହୁଅଟ୍ ଡୁ ଇଉ ମିଇନ୍ ତୁମେ କଣ କହିବାକୁ ଚାହଁ? Let me know ଲେଟ୍ ମି ନୋ  ମୋତେ ଜଣାନ୍ତୁ 
It irretate me. ଇଟ୍ ଇରିଟେଟ୍ ମି ଏହା ମୋତେ ଚିଡାଏ I remember it. ଆଇ ରିମେମ୍ବର୍ ଇଟ୍ ମୋର ଏହା ମନେ ଅଛି 
Sorry to disturb you. ସରି ଟୁ ଡିସ୍ଟର୍ବ୍  ଇଉ ତୁମକୁ ବ୍ୟସ୍ତତା ଦବାରୁ ଦୁଖିତ I am good/fine. ଆଇ ଆମ୍ ଗୁଡ୍ /ଫାଇନ୍ ମୁଁ ଭଲ/ଠିକ ଅଛି 
Sorry to intrupt you. ସରି ଟୁ ଇନ୍ଟରପଟ୍  ଇଉ ତୁମକୁ ବାଧା ଦବାରୁ ଦୁଖିତ  Is it yours? ଇଜ୍ ଇଟ୍ ଇଓର୍ସ୍ ଏହା ତୁମର ଅଟେ କି 
Once in a while. ଉଆନ୍ସ୍ ଇନ୍ ଏ ହୁଆଇଲ୍ କେବେ କେବେ I am sorry. ଆଇ ଆମ୍ ସରି ମୁଁ ଦୁଖିତ 
Don't repeat again. ଡୋନଟ୍ ରିପିଟ୍ ଆଗେନ୍ ପୁନରାବୃତି କର ନାହି  Are you sure? ଆର୍ ଇଉ ସିଓର୍ ? ତୁମେ ନିସନ୍ଦେହ?
Go to hell. ଗୋ ଟୁ ହେଲ୍ ମର୍ତ୍ୟ କୁ ଯା  Are you consufed? ଆର୍ ଇଉ କନିଫିଉଜଡ୍ ? ତୁମକୁ ଭ୍ରାନ୍ତି ହଉଛି କି? 
I am confused. ଆଇ ଆମ୍ କନିଫିଉଜଡ୍ ? ମୋତେ ଭ୍ରାନ୍ତି ହଉଛି 

Previous Next