Facebook Twitter Google Home


Home
Home
Home
Home

General English speaking phrases meanings in Oriya

Level - I

Lession - 4

ଯଦି ତୁମେ ଗୋଟେ ସବ୍ଦ ବ୍ୟବହାର କରି ପାରିବ ତାହେଲେ ତୁମେ ଦୁଇଟି ସବ୍ଦ ବ୍ୟବହାର ପାଇଁ କୌଣସି ଅସୁବିଧା ର ସମ୍ମୁଖିନ ହବ ନାହି | ସବୁ ସବ୍ଦ ଗୁଡିକ ଜଣାଶୁଣା ଲାଗିବ | ବହୁତ ଅନୁସନ୍ଧାନ କଲା ପରେ ସୁଚୀ ଟି ବନାହୋଇଛି | ଛୋଟୋ ଛୋଟୋ ବାକ୍ୟ ନେଇ ସୁଚୀ ଟି ତିଆରି କରା ଯାଇଛି ଯଉଗୁଡିକ ପ୍ରାୟ ବ୍ୟବହାର ରେ ଆସେ | ବାକ୍ୟ ମନେ ରଖନ୍ତୁ ଏବଂ ଅଭ୍ୟାସ କରନ୍ତୁ | ଦୟାକରି ପଢନ୍ତୁ ଏବଂ କେବଳ ନିଜ ଭାସା ରେ ଲେଖା ହୋଇଥିବା ଘଟଣା ମନେ ରଖନ୍ତୁ ଏବଂ ବର୍ତମାନ ବନାନ କରିବାକୁ ଚେସ୍ଟା କରନ୍ତୁ ନାହିଁ |

English English Oriya English English Oriya
Even though ଇବନ୍ ଦୋ ଯଦାପି  give them ଗିଭ୍ ଦେମ୍  ସେମାନଂକୁ ଦିଅ 
I thought ଆଇ ଥଟ୍ ମୁଁ ଭାବିଲି  my book/(?) ମାଇ ବୁକ୍? ମୋ ବହି କି?
I know ଆଇ ନୋ ମୁଁ ଜାଣିଛି your book/(?) ୟୋର୍ ବୁକ୍? ତୁମ ବହି କି?
Not yet ନଟ୍  ୟେଟ୍ ଏବେ ନୁହ   his book/(?) ହିଜ୍ ବୁକ୍? ତା'ର  ବହି କି?
So far ସୋ ଫାର୍ ଏବେ ଯାଏ  her book/(?) ହର ବୁକ୍? ତା'ର  ବହି କି?
Oh God ଓ ଗଡ୍ ହେ ଭଗବାନ୍  our book/(?) ଆଉଅର୍ ବୁକ୍? ଆମ ବହି କି?
In between ଇନ୍ ବିଟୁଇନ୍ ଏହା ମଧ୍ୟରେ  their book/(?) ଦେଅର୍ ବୁକ୍? ସେମାନଂକ ବହି କି?
As expected ଆଜ୍ ଏକସେପଟେଡ଼ ଯେପରି ଅନୁମାନ ଥିଲା Thank you ଥ୍ୟାନକ୍ ୟୁ  ତୁମକୁ ଧନ୍ୟବାଦ 
Of course ଓଫ୍ କୋସ୍ ନିସଂଦେହ  Own House ଓନ୍ ହାଉସ୍  ନିଜ ଘର 
Absolutely fine ଆବସୋଲୟୁଟଲି ଫାଇନ୍ ବିଲକୁଲ୍ ଠିକ  Home town ହୋମ୍ ଟାଉନ୍  ପାଖ ସହର 
How much? ହାଓ ମଚ୍? କେତେ? no body ନୋ ବଡି  କେହି ନୁହ 
How many? ହାଓ ମେନି କେତୋଟି? Any Body ଏନୀ ବଡି  କେହି ଜଣେ
So that ସୋ ଦାଟ୍ ସେଥି ପାଇଁ  Any one ଏନୀ ଉଆନ୍  କେହି ଜଣେ
That’s why ଦାଟ୍ 'ସ୍  ହୁଆଇ ଯଉଥି ପାଇଁ  Don't know ଡୋଂଟ୍ ନୋ  ଜାଣି ନାହି 
Exclude me ଏକ୍ସ୍ କ୍ଲୁଡ୍ ମି ମୋ ଛଡା  Have it ହ୍ୟାବ ଇଟ  ନିଅ ଏହାକୁ 
Except me ଏକସ୍ପେକଟ୍  ମି ମୋ ଛଡା  Keep change କିପ୍ ଚେନ୍ଜ୍  ଖୁଚୁରା ରଖ 
Accept it. ଆକସେପଟ୍  ଇଟ୍ ଗ୍ରହଣ କର  By birth ବାଇ ବର୍ଥ୍  ଜନ୍ମ ଠାରୁ 
Have rest ହାଭ ରେସ୍ଟ୍ ବିସ୍ରାମ ନିଅ  Since Birth ସିନସ୍ ବର୍ଥ୍  ଜନ୍ମ ଉପରାନ୍ତେ
Allow me ଆଲାଉ ମି ମୋତେ କରିବାକୁ ଦିଅନ୍ତୁ  By Chance ବାଇ ଚନ୍ସ୍  ସୋଂଯୋଗ 
Till now ଟିଲ୍ ନାଉ ବର୍ତମାନ ପର୍ଯ୍ୟନ୍ତ  Get up ଗେଟ୍ ଅପ  ଉଠ 
Any idea ଏନି ଆଇଡିଆ କିଛି ଜାଣିଛ  On time ଅନ ଟାଇମ୍  ଠିକ ସମୟରେ 
No Idea ନୋ ଆଇଡିଆ କିଛି ଜାଣି ନାହି Right time ରାଇଟ୍ ଟାଇମ୍  ଠିକ ସମୟ 
Any alternate ଏନି ଅଲଟରନେଟ୍ ଅନ୍ୟ ଉପାୟ କିଛି Cheap mentality ଚିପ୍ ମେଣ୍ଟାଲିଟି  ଛୋଟୋ ଚିନ୍ତାଧାରା 
Alternate day ଅଲଟରନେଟ୍ ଡେ ଦିନେ ଛାଡି ଦିନେ Come here କମ୍ ହିଅର୍  ଏଠାକୁ ଆସ 
Any way ଏନି ଉଏ ତଥାପି  Go there ଗୋ ଦେଅର୍  ସେଠାକୁ ଯାଓ 
What next? ହୁଆଟ୍ ନେକସ୍ଟ୍ ତା ପରେ କଣ Hold on ହୋଲଡ଼ ଅନ  ଟିକେ ରୁହ 
Any time ଏନି ଟାଇମ୍ କେତେବେଳେ ବି  As discussed ଏଜ ଡିସ୍କସ୍ଡ଼  ଯେପରି କଥା ହୋଇଥିଲା 
I think ଆଇ  ଥିଂକ୍  ମୁଁ ଭାବୁଛି  What's up? ହୁଅଟସ୍ ଅପ୍  କଣ ଚାଲିଛି?
Hard working ହାର୍ଡ଼ ଉଅରକିଂ କଠିନ ପରିସ୍ରମ  O really ଓ ରିଅଲୀ  ସତରେ କି 
No way ନୋ ଉୟେ କୌଣସି ପ୍ରକାରେ ନୁହ  Excuse me ଏକସକୁଜ୍ ମି  କ୍ଷମା କରିବେ 
No problem ନୋ ପ୍ରୋବଲେମ୍ କୌଣସି ଅସୁବିଧା ନାହି  Happy Birthday ହ୍ୟାପୀ ବର୍ଥଡେ  ସୁଭ ଜନ୍ମଦିନ 
Why not? ହୁଆଏ ନଟ୍? କାହିଁକି ନୁହ? Happy Diwali/(?) ହ୍ୟାପୀ ଦିବାଲୀ ସୁଭ ଦିପାବଳୀ 
Tell me. ଟେଲ୍ ମି ମୋତେ କୁହ  Pardon me ପାରଡୋନ୍ ମି  ମୋତେ କ୍ଷମା କରନ୍ତୁ 
Don't botherv ଡୋନଟ୍ ବଦର୍ ଧ୍ୟାନ ଦିଅ ନାହି  Come again କମ୍ ଏଗେନ୍  ଆଉଥରେ ଆସ 
Got it. ଗଟ୍ ଇଟ୍ ଜାଣି ପାରିଲ  Come in କମ୍ ଇନ୍  ଭିତରକୁ ଆସ 
Leave it ଲିଭ୍ ଇଟ୍ ଛାଡ ଏହାକୁ  Get lost ଗେଟ୍ ଲୋସ୍ଟ୍  ଦୁର ହୋଇଯା 
Avoid it. ଆବୋଏଡ୍ ଇଟ୍ ଏହା ଠାରୁ ଦୁର ରେ ରହ  Get out ଗେଟ୍ ଆଉଟ୍  ବାହାରକୁ ଯା 
Ignore it. ଇଗନୋର୍ ଇଟ୍ ଧ୍ୟାନ ଦିଅ ନାହି  How sad ହାଉ ସ୍ୟାଡ଼  କେତେ ଦୁଖ 
Carry on. କ୍ୟାରି ଅନ୍ ଜାରି ରଖ  What nonsense ହୁଅଟ୍ ନୋନସେନସ କଣ ନିରର୍ଥକ
At most ଆଟ୍ ମୋସଟ୍ ଅଧିକରୁ ଅଧିକ  How disgusting ହାଉ ଡିସଗସ୍ଟିଂଗ୍  କେତେ ବିଭତ୍ସ 
Is it? ଇଜ ଇଟ୍ ? ଏହା ଅଟେ କି? What happened? ହୁଅଟ୍ ହୟାପେଣ୍ଡ୍? କଣ ହେଲାକି?
Take care ଟେକ୍ କେୟାର୍ ଭଲ ରୁହ  Every time ଏବରୀ ଟାଇମ୍  ସବୁ ସମୟରେ 
Anything else ଏନି ଥିଂକ୍  ଏଲସ୍ ଆଉ କିଛି ଅଲଗା  Second thing ସେକେଣ୍ଡ୍ ଥିଂଗ୍  ଦ୍ବିତୀୟ ଜିନିସ 
Help me. ହେଲପ୍ ମି ମୋତେ ସାହାଯ୍ୟ କର  Any change ଏନି ଚେଂଜ୍  କିଛି ଅଲଗା 
Little bit ଲିଟିଲ୍ ବିଟ୍ ଅଳ୍ପ ଟିକେ 
give me ଗିଭ୍ ମି ମୋତେ ଦିଅ Please wait ପ୍ଲିଜ୍ ଉଏଟ୍  ଦୟାକରି ଅପେକ୍ଷା କରନ୍ତୁ 
give you ଗିଭ୍ ଇଉ ତୁମକୁ ଦେବି  Which day? ହୁଇଚ୍ ଡେ? କଉ ଦିନ? 
give him ଗିଭ୍ ହିମ୍ ତାକୁ ଦିଅ  Who did? ହୁ ଡିଡ଼? କିଏ କଲା?
give her ଗିଭ୍ ହର୍ ତାକୁ ଦିଅ  When did? ହୁଏନ୍ ଡିଡ଼?  କେବେ କଲା?
give us ଗିଭ୍ ଅସ୍ ଆମକୁ ଦିଅ How soon? ହାଉ ସୁନ? କେତେ ସିଘ୍ର?
Come in କମ୍ ଇନ୍ ଭିତରକୁ ଆସ  I paid. ଆଇ ପେଡ୍  ମୁଁ ପଇସା ଦେଲି 
Never forget ନେଭର୍ ଫରଗେଟ୍ କେବେ ଭୁଲ ନାହି  Whole day. ହୋଲ୍ ଡେ  ପୂରା ଦିନ 
Is it? ଇଜ୍ ଇଟ୍ ଏହା କି? Whole night. ହୋଲ୍ ନାଇଟ୍  ପୂରା ରାତି
Just coming ଜସ୍ଟ କମିଂ ଆସୁଛି  Take off. ଟେକ୍ ଅଫ୍  ଉଡିବା ଆରମ୍ଭ 
Thank god ଥାଂକ୍ ଗଡ୍ ହେ ଭଗବାନ Reporting time. ରିପର୍ଟିଂଗ୍ ଟାଇମ୍   ଉପସ୍ଥାନ ସମୟ 
I mean ଆଇ  ମିନ୍ ମୋ କହିବା ମାନେ  Let’s say. ଲେଟ ସେ  ଆସ କହିବା 
Just listen ଜସ୍ଟ ଲିସିନ୍ ଖାଲି ସୁଣ Not bad ନଟ୍ ବେଡ଼  ଖରାପ ନୁହ 
Its enough ଇଟସ୍ ଏନଫ୍ ଏହା ଯଥେସ୍ଟ  Go head ଗୋ ହୋମ୍  ଘରକୁ ଯାଓ 
And then ଆଣ୍ଡ୍ ଦେନ୍ ଆଉ  Trust me ଟ୍ରସ୍ଟ୍ ମି  ମୋତେ ବିସ୍ବାସ କର 
One thing ଉଆନ୍ ଥିଂଗ ଗୋଟେ ଜିନିସ  Like it ଲାଇକ୍ ଇଟ    ପସନ୍ଦ 
May be ମେ ବି ହେଇ ପାରେ  Come fast କମ୍ ଫାସ୍ଟ୍  ସିଘ୍ର ଆସ 
Any risk ଏନି ରିସ୍କ୍ କୌଣସି ବିପଦ Look ahead ଲୁକ୍ ଏହେଡ୍  ଆଗକୁ ଦେଖ 
Wait outside ଉଏଟ୍ ଆଉଟ୍ ସାଇଡ୍ ବାହାରେ ଅପେକ୍ଷା କର  Try again ଟ୍ରାଈ ଅଗେନ୍  ଆଉ ଥରେ ଚେସ୍ଟା କର 
keep patience କିପ୍ ପେସେନସ୍  ଧର୍ଜ୍ୟ ଧର It’s me ଈଟସ୍ ମି  ଏହା ମୁଁ 
Nothing else ନଥିଂ ଏଲସ୍  ଅଲଗା କିଛି ନୁହ  All right ଅଲ୍ ରାଇଟ୍  ଠିକ ଅଛି
Any progress? ଏନି ପ୍ରୋଗ୍ରେସ୍  କିଛି ପ୍ରଗତି And again ଅଣ୍ଡ ଏଗେନ୍  ଆଉ ଥରେ 
Any Improvement? ଏନି ଇମପ୍ରୋବମେଂଟ୍  କିଛି ଉନ୍ନତି? Any chance ଏନୀ ଚାନସ୍  କିଛି ସଂଯୋଗ 
Good luck ଗୁଡ୍ ଲକ୍  ସୌଭାଗ୍ୟ ହଉ  No never ନୋ ନେବର୍  ନା କେବେ ନୁହ 
So sad ସୋ ସ୍ୟାଡ଼  ବହୁତ ଦୁଖ  All the best ଅଲ୍ ଦ ବେସଟ୍ ମଂଗଳ କାମନା
See you ସି ଇଉ ଦେଖା ହବ  Are you done? ଆର ଇଉ  ଡନ୍ ତୁମେ କରିସାରିଛ ?
So good ସୋ ଗୁଡ୍   ବହୁତ ଭଲ  I have it. ଆଇ ହାଭ୍ ଇଟ୍ ଏଟା  ମୋର
So nice. ସୋ ନାଇସ୍ ବହୁତ ଭଲ  How are you? ହାଓ ଆର୍ ଇଉ କେମତି ଅଛ?
So what? ସୋ ହୁଆଟ୍? ସେଇଠୁ କଣ ହେଲା  I missed it. ଆଇ ମିସ୍ଡ଼ ଇଟ୍ ମୁଁ ମନେପକାଉଛି  ଏଟା
Very soon ଭେରି ସୂନ୍ ବହୁତ ସିଘ୍ର  I lost it. ଆଇ ଲସ୍ଟ୍ ଇଟ୍ ମୁଁ ହରାଇଛି ଏହା
Be careful ବି କେୟାରଫୁଲ୍ ସାବଧାନ Will you join? ଉଇଲ୍ ଇଉ ଜଏନ୍ ତୁମେ ସାମିଲ୍ ହେବ?
Be ready ବି ରେଡି ବାହାରିବା I am fine ଆଇ ଆମ୍ ଫାଇନ୍ ମୁଁ ଠିକ୍ ଅଛି
Nothing special ନଥିଂ ସ୍ପେସିଅଲ୍ ବିଶେସ  କିଛି  ନୁହେଁ Has someone come? ହାଜ୍  ସମ୍ଉୟାନ୍ କମ  କିଏ ଆସିଛି ?
Keep quiet କିପ୍ କ୍ୟୁଆଏଟ୍ ଚୁପ୍ ରୁହ Time is money. ଟାଇମ୍ ଇଜ୍ ମନି  ସମୟ ହେଉଛି ପଇସା
Take it ଟେକ୍ ଇଟ୍ ଆକୁ ନିଅ I am done. ଆଇ ଆମ୍ ଡନ୍   ମୁଁ କରିଛି
Move aside ମୁଭ୍ ଆସାଏଡ୍ ଘୁଂଚ Are you done? ଆର୍ ଇଉ ଡନ୍  ? ତୁମେ କରିଛି

Top common sentences of English in Oriya used in general conversion

Previous Next