Facebook Twitter Google Home


Home
Home
Home
Home

Learn free online English grammar through Odiya (Oriya): General English grammar

List of Common English phrases in Oriya (Odiya /Odia), which are used while speaking| Learn English phrases in Oriya (Odiya /Odia)|Best tips to teach English speaking to the kids in odiya.

Level - I

ଲେସନ୍ - 1

ଆସନ୍ତୁ କହିବାକୁ ସିଖିବା ସେପରି ଜଉପରି ଆମେ ଆମ ମାତୃ ଭାସା କହୁ, ଅଥବା ପିଲାଂକୁ କହିବାକୁ ସିଖାଉ | ସିଖିବାକୁ ହେଲେ ସବ୍ଦ ର ଜ୍ଞାନ ଜରୁରୀ | ଇଂଗରାଜୀ ସବ୍ଦ ର ଭାସାନ୍ତର ଆମ ଭାସା ରେ କରିବା ଏବଂ ତାକୁ ଆମ ଭାସା ରେ କହିବା | ଆସନ୍ତୁ ପ୍ରଥମେ ଆମେ ଆମର ପ୍ରଥମ ଶିକ୍ଷକ ଟୋଟ (ସିଖାଈ ଥିବା) ପ୍ରଥମ ସବ୍ଦ ସିଖିବା | ଯେତେବେଳେ ଆମେ ଏହି ସଂସାର କୁ ଆସିଲୁ |
ମଦର୍(ମା)
ଫଦର୍(ବାପା)
ସିସ୍ଟର୍(ଭଉଣୀ)
ବ୍ରଦର୍(ଭାଇ)
ବ୍ଵାଟର(ଜଳ)
ଫୁଡ୍(ଖାଦ୍ୟ) |

ଆସନ୍ତୁ କହିବାକୁ ସିଖିବା ସେପରି ଜଉପରି ଆମେ ଆମ ମାତୃ ଭାସା କହୁ, ଅଥବା ପିଲାଂକୁ କହିବାକୁ ସିଖାଉ | ସିଖିବାକୁ ହେଲେ ସବ୍ଦ ର ଜ୍ଞାନ ଜରୁରୀ | ଇଂଗରାଜୀ ସବ୍ଦ ର ଭାସାନ୍ତର ଆମ ଭାସା ରେ କରିବା ଏବଂ ତାକୁ ଆମ ଭାସା ରେ କହିବା | ଆସନ୍ତୁ ପ୍ରଥମେ ଆମେ ଆମର ପ୍ରଥମ ଶିକ୍ଷକ ଟୋଟ (ସିଖାଈ ଥିବା) ପ୍ରଥମ ସବ୍ଦ ସିଖିବା | ଯେତେବେଳେ ଆମେ ଏହି ସଂସାର କୁ ଆସିଲୁ |
ମଦର୍(ମା)- ଫଦର୍(ବାପା)- ସିସ୍ଟର୍(ଭଉଣୀ)- ବ୍ରଦର୍(ଭାଇ)- ବ୍ଵାଟର(ଜଳ)- ଫୁଡ୍(ଖାଦ୍ୟ)
|
ସବୁ ସବ୍ଦ ଗୁଡିକ ମନେ ରଖିବା କସ୍ଟ | କିଛି ସରଳ ଉପାୟରେ ଏହା କରା ଯାଇପାରେ | 1. ବେସୀ ସବ୍ଦ ଯୋଡି ଗୋଟେ କାହାଣୀ ବନାନ୍ତୁ |
2. ଉଦାହରଣ ସହ ସବ୍ଦ ଗୁଡିକୁ ମନେ ରଖନ୍ତୁ ଯେମିତିକି : ନାଲି ରଂଗ କହି ସରିଲା ପରେ ତୁମେ ବାକି ସବୁ ରଂଗ ଗୁଡିକ ମନେ ରଖି ପାରିବ ଧଳା, କଳା, ହଳଦିଆ ଇତ୍ୟାଦି |
3. ବାରମ୍ବାର ସବ୍ଦ ଗୁଡିକୁ କହିବା, ପଢିବା ଏବଂ ଶୁଣିବା |
4. ଛବି ଦେଖି ମନେ ରଖିବା |
5.ସବ୍ଦ ଗୁଡିକୁ ଯଉ ପ୍ରକାର ଆମେ ସ୍କୁଲ୍ ରେ ପଢିଲା ବେଳେ ମନେ ରଖୁଥିଲୁ ସେମିତି ମନେ ରଖିବା |

ବେସୀ ସବ୍ଦ ଯୋଡି ଗୋଟେ କାହାଣୀ ବନାନ୍ତୁ | ତା ପରେ ପଢନ୍ତୁ ଏବଂ ଲେଖନ୍ତୁ | ପିଲା ବେଳେ ମା ଗୀତ ଗାଇ ଆମକୁ ଭାସା ସିଖାଉଥିଲେ | କାହାଣୀ ଅନୁସାରେ ତୁମେ ଜାଣିପାରିବ କେତେବେଳେ କଉ ସବ୍ଦ ବ୍ୟବହାର କରାଯାଏ | ଏବଂ କହିବା ବେଳେ ତୁମେ ସଠିକ୍ ସବ୍ଦ ମନେ ରଖି ପାରିବ | ସମାନ ପ୍ରକାର ସବ୍ଦ ତୁମ ମୁହଁରେ ଆସିବ | ଏ ପରି ଭାବରେ କହି ନ ପାରିବା, ଲାଜ ଲାଗିବା ଏବଂ ଅନିଚ୍ଛା ସବୁ ଆପେ ଦୁର ହୋଇ ଯିବ | ଏବଂ ତୁମର ସାହସ ଆସିବ | ସିଖିବା ଅଭ୍ୟାସ ପ୍ରତି ଦିନ ଅତି କମରେ ଗୋଟେ ଘଣ୍ଟା କରନ୍ତୁ | କାହାଣୀ ଅନୁସାରେ ପ୍ରଥମେ ଓରିଆ ସବ୍ଦ ଏବଂ ତା ପରେ ଇଂଗରାଜୀ ସବ୍ଦ ବୁଝିବାକୁ ଚେସ୍ଟା କରନ୍ତୁ | କାହାଣୀକୁ ଥରକୁ ଥର ପଢନ୍ତୁ | ଏହାକୁ ସାଂଗ ସାଥୀ ମେଳ ରେ ସିଖିବା ଅଭ୍ୟାସ କରନ୍ତୁ | ଅନ୍ୟ ମାନଂକୁ ଅସୁବିଧା ହଉ ଥିଲେ ତାଂକ ମଜା ନ କରି ସାହଜ୍ୟ କରନ୍ତୁ |


Oriya English English Oriya English English
ରଂଗ  କୋଲର୍   Color ଫୋନ୍  ଫୋନ୍  Phone
ରଂଗ  କରିବା  ପେନ୍ଟ୍  Paint ସଂଖ୍ୟା  ନମ୍ବର୍  Number
କୋଟ୍  କୋଟ୍  Coat ଚାର୍ଜ୍  ଚାର୍ଜ୍  Charge
ପାଇଜାମା  ପ୍ୟାନ୍ଟ୍  Pent ଚାର୍ଜର୍  ଚାର୍ଜର୍  Charger
ଗଂଜି  ଟି-ଶର୍ଟ୍  T – Shirt ପ୍ଲଗ୍  ପ୍ଲଗ୍  Plug
ପାଉଡର୍  ପାଉଡର୍  Powder ସୁଇଚ୍  ସୁଇଚ୍  Switch
କ୍ରିମ୍  କ୍ରିମ୍  Cream ବୈଦ  ଡୋକ୍ଟୋର୍  Doctor
ବ୍ଲେଡ୍  ବ୍ଲେଡ୍  Bled ଚିକିତ୍ସା  ମେଡିକଲ  Medical
ସଜ ହବା  ମେକ୍ଅପ୍  Make up ସ୍ଟୋର୍  ସ୍ଟୋର୍  Store
ସୌନ୍ଦର୍ଜ୍ୟ ବ୍ୟୁଟି  Beauty କୈଦୀ ଖାନା  ଜେଲ୍  Jail
ପାରଲୋର୍ସ୍  ପାରଲୋର୍ସ୍  Parlors ଜମାଦାର ପୋଲିସ୍  Police
ରେଳ ଗାଡି  ଟ୍ରେନ୍  Train ଉଆରନଟ୍  ଉଆରନଟ୍  Warrant
ଟିକେଟ୍  ଟିକେଟ୍  Ticket ବ୍ୟାଂକ୍  ବ୍ୟାଂକ୍  Bank
ରେଳ  ରେଲ୍  Rail ଚେକ୍  ଚେକ୍  Cheque
ସ୍ଟେସନ୍  ସ୍ଟେସନ୍  Station ଚାହିଦା  ଡିମାଣ୍ଡ୍  Demand
ହୋଟେଲ୍  ହୋଟେଲ୍  Hotel ଡ୍ରାଫଟ୍  ଡ୍ରାଫଟ୍  Draft
ବିଲ୍  ବିଲ୍  Bill କୁଲର୍  କୁଲର୍  Cooler
ଚକ୍ର  ସାଇକଲ୍  Cycle କ୍ୟାମେରା  କ୍ୟାମେରା  Camera
ମୋଟର୍  ମୋଟର୍  Motor ଛବି  ଫୋଟ  Photo
ସେବା  ସର୍ବିସ୍  Service ଗ୍ରାଫ୍  ଗ୍ରାଫ୍  Graph
ତେଲ  ଓଏଲ୍  Oil କେକ୍  କେକ୍  Cake
ଚକ  ଟାୟର୍  Tire ଚୋକଲେଟ୍  ଚୋକଲେଟ୍  Chocolate
ଟ୍ୟୁବ୍  ଟ୍ୟୁବ୍  Tube ବରଫ୍  ଆଇସ୍  Ice
ସମ୍ଭାଳ  ହ୍ୟାନ୍ଡଲ୍  Handle ଥଣ୍ଡା  କୋଲଡ଼  Cold
ଜନ୍ଜିର  ଚେନ୍  Chain ପାନୀୟ  ଡ୍ରିଂକ୍  Drink
କଣା ହବା  ପଂଚର୍  Puncher ରସ  ଜୁସ୍  Juice
ଟ୍ରକ୍  ଟ୍ରକ୍  Truck ପାର୍ଟି  ପାର୍ଟି  Party
ବସ୍  ବସ୍  Bus ବିଦ୍ୟାଳୟ  ସ୍କୁଲ୍  School
କାର  କାର  Car ଗୁରୁ / ଶିକ୍ଷକ  ମାସ୍ଟର୍  Master
ସଡକ ରୋଡ୍  Road ପ୍ରଧାନ  ହେଡ୍  Head
ଉଚ୍ଛ  ହାଇ  High ପ୍ରିନସିପଲ୍  ପ୍ରିନସିପଲ୍  Principal
ରାସ୍ତା  ଉଏ  Way ପ୍ରତିଲିପି ବନାଇବା  କୋପି  Copy
ମସାଲ ଟର୍ଚ୍  Torch କଲମ୍  ପେନ୍  Pen
ସେଲ୍  ସେଲ୍  Cell ପେନସିଲ୍  ପେନସିଲ୍  Pencil
ଶିରସ୍ତ୍ରାଣ  ହେଲମେଟ୍  Helmet ମହା ବିଦ୍ୟାଳୟ  କୋଲେଜ୍  College
ରେଡିଓ  ରେଡିଓ  Radio କେନ୍ଦ୍ର  ସେନ୍ଟର୍  Center
ବିଜ୍ଞାପନ  ଆଡବର୍ଟିଜ୍   Advertise ବୋତାମ୍  ବଟନ୍  Button
କୋମ୍ପୁଟର୍  କୋମ୍ପୁଟର୍  Computer ଦଫତର୍ / କାର୍ଯ୍ୟାଳୟ  ଓଫିସ୍  Office
ଥଳି  ବ୍ୟାଗ୍  Bag ନଥି  ଫାଇଲ୍  File
କୁକର୍  କୁକର୍  Cooker ରେଖା  ଲାଇନ୍  Line
କପ୍  କପ୍  Cup ନେଟବୋରକ୍ ନେଟବୋରକ୍ Network
ଯୁଦ୍ଧ  ବେଟେଲ୍  Battle କାରଖାନା  ଫ୍ୟାକଟରୀ  Factory
ଟେନ୍କ୍  ଟେନ୍କ୍  Tank ତଳକୁ ଯାଓ  ଗୋ ଡାଉନ୍  Go down
ଟେନ୍କର୍  ଟେନ୍କର୍  Tanker ଚତୁର୍ଭୁଜ  ସ୍କୟାର୍  Square
ଗ୍ୟାସ୍  ଗ୍ୟାସ୍  Gas ଫିଟ୍  ଫିଟ୍  Fit
ସିଲିଣ୍ଡର୍  ସିଲିଣ୍ଡର୍  Cylinder ପ୍ଲୋଟ୍  ପ୍ଲୋଟ୍  Plot
ପାଇପ  ପାଇପ  Pipe ଅଭିଭାଦନ  ଗ୍ରିଟିଂଗ୍  Greeting
ଲଟକାଇବା ତାର  ହ୍ୟାନଗର୍  Hanger କାର୍ଡ଼  କାର୍ଡ଼  Card
ଦୁର୍ଘଟଣା  ଆକସିଡେନ୍ଟ୍  Accident କ୍ୟାଲେଣ୍ଦର୍  କ୍ୟାଲେଣ୍ଦର୍  Calendar
ସିଗନାଲ୍  ସିଗନାଲ୍  Signal ଲାଇସେନ୍ସ୍  ଲାଇସେନ୍ସ୍  License

ସ୍ଟୋରୀ -1

ତଳେ ଦିଆ ଯାଇଥିବା ଚିତ୍ର ଦେଖନ୍ତୁ | ନିଜ ଭାସାରେ ପାଉଥିବା ସବ୍ଦ ଗୁଡିକ ର ଗୋଟେ ସୁଚୀ ତିଆରି କରନ୍ତୁ | ଯାହା ଚିତ୍ର ରେ ଦେଖିଲେ ତାହା ଲେଖନ୍ତୁ | ଏହା ଗୋଟେ ଉପାୟ | ତୁମେ ଗୋଟେ ଚିତ୍ର ଦେଖି ବହୁତ ଜିନିଷ ମନେ ରଖି ପାରିବ | ତୁମେ ଜାଣକି? ଏହି ଚିତ୍ର କୁ ଦେଖି କେତୋଟି ସବ୍ଦ ତିଆରି କରା ଯାଇ ପାରିବ? ତୁମ ସୂଚୀ ସହ ଦିଆଯାଇଥିବା ସୂଚୀ ମିଳାଇ ଦେଖ | ଏକାବନ ଟି ସବ୍ଦ ଏଥିରେ ଅଛି | ଯାହାକି ଏହି ଚିତ୍ର ଦେଖି ତିଆରି କରା ଯାଇଛି | ବର୍ତମାନ ତୁମେ ଭାସାନ୍ତର କରାଯାଇଥିବା ସବ୍ଦ ଗୁଡିକ ମନେ ରଖିଛ | ବର୍ତମାନ ତୁମେ ଇଂଗରାଜୀ ଉଛାରଣ ମନେ ରଖ ନାହି | ତୁମକୁ କୁହାଯିବ କେତେବେଳେ ତୁମେ ଇଂଗରାଜୀ ସବ୍ଦ ଗୁଡିକ ମନେ ରଖିବ |

Oriya English English Oriya English English Oriya English English
ଆକାଶ ସ୍କାଇ  Sky ଶୁଆ  ପେରୋଟ୍  Parrot କବାଟ  ଡୋରସ୍  Doors
ସୁର୍ଯ୍ୟ ସନ୍  Sun ମୟୁର  ପିକକ୍  Peacock କାନ୍ଥ  ଉଆଲ୍  Wall
ବାଦଲ  କ୍ଲାଉଡ୍ସ୍  Clouds ରଂଗ  କୋଲୋର୍  Color ପୁରୁଷ ମେନ  Man
ବରସା  ରେନ୍  Rain ନୀଳ  ବ୍ଲୁ  Blue ବର୍ସାତି  ରେନ୍ କୋଟ  Rain coat
ଝିପି ଝିପି  ଡ୍ରୀଯଲିଁଗ୍  Drizziling କଳା  ବ୍ଲାକ Black ପୁଅ  ବୋୟ  Boy
ପକ୍ଷୀ ମାନେ  ବାର୍ଡସ୍  Birds ସବୁଜ  ଗ୍ରୀନ୍  Green ଝିଅ  ଗର୍ଲ୍  Girl
ପାହାଡ  ହିଲ  Hill ହଳଦିଆ  ୟେଲୋ  Yellow ଚାଲିବା  ଉଆକିନଗ୍  Walking
ମନ୍ଦିର  ଟେମ୍ପଲ୍  Temple ଧଳା  ହୁଆଇଟ୍  White ସଡକ  ରୋଡ୍  Road
ପତକା  ଫ୍ଲାଗ୍  Flag ସୁର୍ଯ ମୁଖୀ  ସନ୍ ଫ୍ଲୌଆର୍  Sun flower ମୁସା  ମାଉସ୍  Mouse
ଗାଈ  କାଓ  Cow ହ୍ରଦ  ଲେକ୍  Lake ରେଳ ଗାଡି  ଟ୍ରେନ୍  Train
ଘାସ  ଗ୍ରାସ୍  Grass ପାଣି  ବାଟର୍  Water କୁକୁର  ଡ଼ୋଗ୍  Dog
ବଣ  ଜନଗଲ୍  Jungle ନୌକା  ବୋଟ୍  Boat ଯାତ୍ରୀ  ପାସେନଜର୍  Passenger
ଗଛ  ଟ୍ରିଜ୍  Trees ବତକ  ଡକ୍  duck ଟ୍ରକ ଟ୍ରକ/ଲୋରୀ  Truck / Lorry
ଗଛ ଚାରା  ପ୍ଲାନଟ୍  Plant ମାଛ  ଫିଶ୍  Fish ଚକ  ହୁଇଲ୍  Wheel
ପତ୍ର  ଲିଫ୍  Leaf ବେଁଗ  ଫ୍ରଗ୍  Frog ସାମଗ୍ରୀ  ମଟେରିଅଲ୍  Material
ଫଳ  ଫ୍ରୁଟସ୍  Fruits କୁଡିଆ  ହଟ୍  Hut ପରିବହନ  ଟ୍ରାନ୍ସପୋର୍ଟ୍  Transport
ଫୁଲ  ଫ୍ଲୌଆର୍  Flower ଝରକା  ଉଇଣ୍ଡୋ  Window ଚାଳକ  ଡ୍ରାଇଭର୍  Driver

ସ୍ଟୋରୀ -2

ମଦର୍(ମା) ଦ୍ବିପହର ଲଂଚ୍ (ଖାଦ୍ୟ) ଖାଇବାକୁ ଫଦର୍(ବାପା), ବ୍ରଦର୍(ଭାଇ), ସିସ୍ଟର୍(ଭଉଣୀ) ଏବଂ ମୋତେ ଡାକିଲେ | ମୁ ବାଥ୍ (ସ୍ନାନ) କରୁଥିଲି | ଆଇ ବୋଓର୍ ନିଉ କଲୋଥସ୍ (ମୁଁ ଆଜି ନୂଆ କପଡା) ପିନ୍ଧିଛି | ୟେସଟରଡେ (ଗତ କାଲି) ମୁଁ ମାଁକୋ ସହିତ ସାଇ ବାବା ଟେମ୍ପଲ (ମନ୍ଦିର) କୁ ଯାଇଥିଲି | ଆସୁଥିବା ଏକ୍ଜାମିନେସନ (ପରୀକ୍ଷା) ପାଇଁ ମୁଁ ପ୍ରେୟର୍ (ପ୍ରାର୍ଥନା) କଲି | ସେଠାରୁ ଆଇ(ମୁଁ) ବଟ୍(କିଣିଲି) ବଲୁନ୍(ବେଲୁନ୍) ଏବଂ ଟୋୟସ୍ (ଖେଳନା) | ମୋ ବାପା କିଛି ଓଫିସ୍(ଦଫତର) ବୋର୍କ(କାମ) ଡୁଇନଗ୍ (କରୁଛନ୍ତି) | ସେ କିଛି ସମୟ ବ୍ବେଟ (ଅପେକ୍ଷା) କରିବାକୁ ଟୋଲ୍ଡ୍(କହିଲେ),ମୋତେ ଟିକେ ବ୍ବାଟର୍ (ପାଣି) ଏବେ ଦିଅ | ମୋ ଭଉଣୀ ସ୍ଲିପିନ୍ଗ୍ (ଶୋଇଛି) ଏବଂ ଏଲଡର୍ ବ୍ରୋଦର୍ (ବଡ଼ ଭାଇ) ତା ସାଂଗ ମାନଂକ ସାଥିରେ ବାହାରେ ଖେଳୁଛି | ଆଜି ମା ତାକୁ ଶୌଟେଡ଼ (ପାଟି କଲେ) କାରଣ ସେ ନେଭର୍ (କେବେବି) ଫ୍ୟାନ୍, ଟିଭି ବ୍ୟବହାର କଲାପରେ ବନ୍ଦ କରେ ନାହି | ଆମେ ଇଲେକ୍ଟ୍ରିସିଟି (ବିଜୁଳି) ସେଭ୍ (ସଂଚୟ) କରିବା କଥା, ଯଦି କେହି ବ୍ୟବହାର କରୁ ନାହାନ୍ତି ତାହେଲେ ସ୍ବିଚ୍ ଅଫ (ବନ୍ଦ କରିବା) କଥା | ମୁଁ ମୋ ଭାଇ କୁ ଖେଳ ବନ୍ଦ କରି କମ୍ ହିଅର୍ (ଏଠାକୁ ଆସିବାକୁ) କହିଲି | ଫୁଡ୍ (ଖାଦ୍ୟ) ଖାଇ ଅଫଟର୍ (ସାରିଲା) ପରେ ଆମେ ବାହାରକୁ ଯାଇ ଖେଳିବୁ | ଖାଦ୍ୟ ଖାଇବା ପୁର୍ବରୁ ହ୍ୟାନ୍ଡସ୍ (ହାତ) ଧୋଇବା ନିଡ଼ (ଉଚିତ୍) | ଖାଇ ସାରିଲା ପରେ ଆମେ ଖେଲିଲୁ ଏବଂ ଲଟ୍ (ବହୁତ୍) ଏନଯୋୟଡ଼ (ମଜା) କଲୁ | ଫାଇନାଲୀ (ଶେଷରେ) ଆମେ ଆଇସ୍କ୍ରିମ୍ ନିଅର୍ ବାଏ (ପାଖ ବଜାର) ରୁ କିଣି ଖାଇଲୁ ଏବଂ ହୋମ୍ (ଘରକୁ) ବେକ୍ଡ଼ (ଫେରିଲୁ) |

ସ୍ଟୋରୀ -3

ଦିପାବଳୀ ଫେସ୍ଟିବଲ୍ (ପର୍ବ) ନେକସ୍ଟ୍ ମନଥ୍(ଆସନ୍ତା ମାସରେ) | ପର୍ବ ସେଲିବ୍ରେସନ୍ (ପାଳିବା) ପାଇଁ ସବୁ ଡୋର୍ସ୍ (ଦରଜା) ଗୁଡିକର କର୍ଟୋଂସ୍ (ପରଦା) ବଦଳା ହେଲା | ରାଟ୍ (ମୂସା) ଆମ ଘରର ସବୁ ସ୍ଟଫ୍ (ଜିନିସ ପତ୍ର) ଡେମେଯଡ଼(ନସ୍ଟ) କରି ଦେଇଛି | ଯେମିତିକି ମୋର ସ୍କୁଲ୍ ବ୍ୟାଗ୍ ଏବଂ ବାପାକଂର ଶାର୍ଟ୍ ରେ ହୋଲ୍ (କଣା) କରି ଦେଇଛି | ମୋ ବାପା ବହୁତ ଅନ୍ଗ୍ରି (ରାଗି) ଥିଲେ ଏବଂ ସେ ଗୋଟେ ମୂସା କେଜ୍ (ଯନ୍ତା) ଆଣିଲେ | ଗୋଟେ ଟୁକୁଡା ରୁଟି ହଁଗିନଗ୍ (ଝୁଲାଇ) ଏଥିରେ ମୂସା ଇଜିଲି (ସହଜରେ) ଧରା ଯାଇପାରିବ | ଲକିଲି(ଯୋଗକୁ) ଗୋଟେ ମୂସା କାଲି ନାଇଟ୍ (ରାତିରେ) କଟ୍ (ଧରା) ଯାଇ ପାରିଲା | କ୍ୟାଟ୍ (ବିରାଡି) ଟି ଭିଜିଟିଂଗ୍ (ଥରକୁ ଥର) ଆସୁଛି | ମୁଁ ମୋ ସାଂଗ କୁ ଇନ୍ଫରମ୍ଡ (ଜଣେଇ) ଦେଇଛି ସେ ଦେଖିବାକୁ ଆସିବ | ମୂସା ଟି ବୋଧ ହୁଏ ହନଗ୍ରୀ (ଭୋକିଲା) ଏବଂ ଟୟରଡ଼ (ଥକି) ଯାଇ ଥିବ | ମୁଁ ଭାବୁଛି ସେ ତା ଲାଇଫ୍ (ଜୀବନ) ବିପଦ ପାଇଁ ପନିକ୍ (ଡରି) ଯାଇଥିବ | ସେଥିପାଇଁ ସେ ନୋଏଜ(ଚିତ୍କାର) କରୁଛି | ମୁଁ ବହୁତ ଗୁଡିଏ ଫୋଟୋଜ୍ (ଚିତ୍ର) କ୍ୟାପଚରଡ଼ (ରଖିଛି) | ବ୍ୟଂଗ ଚିତ୍ର ପ୍ଲେସ୍ (ଅପେକ୍ଷା) ମୂସା ଆଜି ମୋତେ ବହୁତ ଏନଟରଟେନମେନଟ୍ (ଖୁସି) କଲା | ବୈଦର୍ (ପାଗ) ବହୁତ କୋଲଡ଼ (ଥଣ୍ଡା) ଅଛି ଏବଂ ସକାଳେ ବହୁତ କୁହୁଡି ହୋଇଥିଲା | ସ୍କୁଲ୍ ଗଲା ବେଳେ ବହୁତ୍ କମ୍ ଦେଖା ଯାଉ ଥିଲା | ଏଥିପାଇଁ ଟ୍ରାଫିକ୍ (ଯାତାୟତ) ହ୍ୟୁଜ (ବହୁତ) ଭିଡ ଥିଲା ଏବଂ ଅକ୍ସିଡେନଟସ୍ (ଗାଡି ଧକ୍କା) ହବାର ବହୁତ ଚନ୍ସେସ୍ (ସମ୍ଭାବନା) ଥିଲା | ଏଥରକ ଦିପାବଳୀ ରେ ଆମେ ବାପାକଂ ନେଟିବ୍ (ଗ୍ରାମ) କୁ ଯିବୁ ନାହି ଏବଂ ଏଇଠି ସେଲିବ୍ରେଟ୍ (ପାଳିବୁ) | ବହୁତ ଗେସ୍ଟସ୍ (ପରିଚିତ) ଲୋକୋ ଆମୋ ଘରକୁ ଆସିବେ | ମୋ ବାପା ସେମାନକୁଂ ଇନଭାଇଟେଡ଼ (ନିମନ୍ତ୍ରଣ) କରିଛନ୍ତି | ମୁଁ ବହୁତ କ୍ରକରସ୍ (ଫୋଟୋକା) ବର୍ସ୍ଟ୍ (ଫୋଟାଇବି) | କିନ୍ତୁ ମା ସବୁ ବେଳେ କୁହନ୍ତି ଫୋଟୋକା ବାୟୁ ଏବଂ ଧ୍ବନି ପ୍ରଦୁଷଣ କରେ ସେଥିପାଇଁ ପ୍ରକୃତି ଅନୁକୁଳ ପର୍ବ ପାଳିବୁ |

ପ୍ରାକ୍ଟିସ୍ (ଅଭ୍ୟାସ) -


ସ୍ବର ରେକୋରଡ଼ କରନ୍ତୁ କୌଣସି ରେକୋରଡ଼ କରିବା ଯନ୍ତ୍ର ଦ୍ବାରା ଅଥବା ମୋବାଇଲ୍ ରେକୋର୍ଡର୍ ରେ ଏବଂ ସେଗୁଡିକୁ ବାରମ୍ବାର ଶୁଣନ୍ତୁ |
ସବ୍ଦ ଯୋଡି କିଛି ଗୀତ ବନାନ୍ତୁ ଏବଂ ତାକୁ ଗାଆନ୍ତୁ |
ପ୍ରଥମେ ନିଜେ ଶିଖନ୍ତୁ ଏବଂ ତାପରେ ପିଲା କୁ ଶିଖାନ୍ତୁ |

ଛୋଟୋ ପିଲା ମାନଂକ ପାଇଁ ଇଂଗରାଜୀ କହିବା କୋର୍ସ୍

English stories in Oriya (Odiya/ Odia)| Learn English by Oriya (Odiya/ Odia) stories.

Previous Next