Facebook Twitter Google Home


Home
Home
Home
Home

Learn free online English grammar through Odiya (Oriya): General English grammar

Level - I

Lession - 2

ସ୍ଟୋରୀ -4

ଟୁଡେ (ଆଜି) ମୋର ରିଲେଟିବ୍ସ (ପରିଜନକଂ) ଝିଅ ବ୍ୟେଡିଂଗ୍ ସେରିମନୀ (ବାହାଘର) | ଇବନିଂଗ୍ (ସନ୍ଧ୍ୟା) ରେ ଆମେ ବାହାଘର ଭୋଜି ଆଟେଣ୍ଡ୍ (ଖାଇବାକୁ) ଯିବୁ | ୟେସ୍ଟରଡେ (ଗତ କାଲି) ହେଭି ରେନ୍ (ଭିଷଣ ବର୍ସା) ହେଲା ସ୍ଟିଲ୍ (ଏବେବି) ଡ୍ରିଜ଼ଲିଂଗ୍ (ଟୋପେ ଟୋପେ) ବର୍ସା ପଡୁଛି | ଡେ ଟାଇମ୍ (ଦିନବେଳ) ଡାର୍କନେସ୍ (ଅନ୍ଧାର) ରହୁଛି | ବହୁତ ବ୍ଲାକ୍ କ୍ଲାଉଡସ୍ (କଳା ବାଦଲ) ସ୍କାଇ (ଆକାଶ) ରେ ଅଛି | ସନ୍ଧ୍ୟା ବେଳେ ହୋଲ୍ ଫାମିଲି (ପୁରା ପରିବାର) ଭୋଜି ଖାଇବାକୁ ଆଠଟା ବେଳକୁ ଗାଡି ରେ ଗଲା | ଅନ ଦି ବେ (ଯିବା ରାସ୍ତା) ରେ ଆମେ ଗାଡି ରେ ଫୁଏଲ୍ (ତେଲ) ରିଫିଲ୍ (ପୁରାଇଲୁ) | ଟଂକା ବିଥଡ୍ରିବ୍ (ଉଠାଇଲୁ) ଏଟିଏମ୍ ରୁ | ପ୍ରଥମ ଥର ଟ୍ରାନଜେକସୋନ୍ (ଦେଣନେଣ) ଫେଲଡ଼ (ହୋଇ ପାରିଲା ନାହିଁ) ତା ପରେ ହୋଇ ପାରିଲା | ବାହାଘର ଗାର୍ଡେନ୍ (ବଗିଚା) କୋମପ୍ଲିଟଲି (ପୂରା) ଲାଇଟ୍ (ଆଲୋକ) ଏବଂ ଫଲବର୍ (ଫୁଲ) ରେ ଡ଼େକୋରେଟେଡ଼ (ସଜା) ହୋଇ ଥିଲା | ଭେରଇଟି (ବିଭିନ୍ନ) ଫଲବର୍ (ଫୁଲ)ରେ ସ୍ଟେଜ୍ (ବେଦୀ) ସଜା ହୋଇ ଥିଲା ଯେମିତିକି ରୋଜ୍ (ଗୋଲାପ), ସନ୍ ଫଲବର୍ (ସୁର୍ଜ୍ୟମୁଖୀ ) ଲିଲିଜ୍ ଇତ୍ୟାଦି | ଆମେ କପଲ୍ (ଦୁହିଁକୁ) ଫୁଲ ବନ୍ଚ୍ (ତୋଡ଼ା) ଏବଂ ନାଇସ୍ ଗିଫଟ୍ (ଭଲ ଉପହାର) ଦେଇ ବିଶେଡ୍ (ଅଭିଭାଦନ) କଲୁ | ବ୍ରଇଡ଼ (କନ୍ୟା) ବହୁତ ଗୋଲଡେନ୍ ଜୁଏଲାରୀ (ସୁନା ଗହଣା) ବୋର୍ନ୍ (ପିନ୍ଧି) ଥିଲା ନେକଲେସ୍(ଗଳାବନ୍ଧ), ଇଅରରିଂଗସ୍(କାନଝୁମୁକା), ବଂଗଲସ୍(ହାତ ଗହଣା) ଏବଂ ସେ ବହୁତ ସୁନ୍ଦର୍ ରେଡ କଲର୍ (ନାଲି ରଂଗର) ଡ୍ରେସ୍ (ଲୁଗା) ପିନ୍ଧିଥିଲା | ସେ ଲୁକଡ଼ ଅବସୋଲୁଟଲୀ ଗୋରଜିଓସ୍ (ବହୁତ ସୁନ୍ଦର ଦେଖା ଯାଉ ଥିଲା) | ବ୍ରଇଡ଼ଗୃମ୍ (ବର) ମଧ୍ୟ ହାଂଡସୋମ୍ (ଭଲ) ଲୁକିଂଗ୍ (ଦେଖା ଯାଉ ଥିଲା) | ତାପରେ ଆମେ ଆମୋର ରିଲେଟିବ୍ସ (ପରିଜନକଂ) ସହିତ ଦେଖା କଲୁ ଏବଂ ଚାଟ୍ (କଥା) ହେଲୁ | ଆଫଟର୍ (ତାପରେ) ଆମେ ଇଟିଂଗ୍ (ଖାଇବାକୁ) ଗଲୁ, ଦୁଇ ପ୍ରକାର ଭେଜିଟେରିଆନ୍ (ନିରାମିସ) ଏବଂ ନୋନ୍ ଭେଜିଟେରିଆନ୍ (ଆମିସ) ଖାଇବାର ଅରେନଜେଡ଼ (ବ୍ୟବସ୍ଥା )ହୋଇ ଥିଲା | ଆମେ ସୁପ୍ (ପରିବା ପାଣି) ଏବଂ ସ୍ଟରଟର୍ (ପ୍ରଥମ ଖାଦ୍ୟ) ସ୍ଟାରଟେଡ଼ (ଆରମ୍ଭ କଲୁ) | ଦେଅରଆଫଟର୍(ତାପରେ) ଆମେ ଡିନର୍ (ରାତି ଖାଇବା) ଖାଇଲୁ | ଖାଦ୍ୟ ବହୁତ ଡେଲିସିଓସ୍ (ସୁସ୍ବାଦୁ ) ହୋଇ ଥିଲା କିଛି ଲୋକ ନିଜ ଥାଳି ରେ ବେସି କୁଆନଟିଟି (ମାତ୍ରା) ରେ ଖାଦ୍ୟ ନେଇ ଅନନେସେସରିଲି (ଅଯଥା ) ବେସଟିଂଗ୍ (ନସ୍ଟ) କରୁଥିଲେ | ଖାଦ୍ୟ ଯେତିକି ରିକୁଆରଡ଼ (ଦରକାର) ସେତିକି ଖାଇବା କଥା ରିମେନିଂଗ୍ (ବଳିଥିବା) ହଂଗର୍ (ଭୋକିଲା) କୁ ଦିଆ ଯାଇ ପାରନ୍ତା | ଫାଇନଲୀ (ଶେଷରେ) ଆମେ ଆଇସକ୍ରିମ୍ ନେଲୁ ଏବଂ ଘରକୁ ରିଟରନଡ଼ (ଫେରିଲୁ)|

ସ୍ଟୋରୀ -5

କାଲି ନାଈଟ (ରାତି) ଠାରୁ ମୋ ସୋନ୍ (ପୁଓ) କୁ ଡାଇରିଆ (ଝାଡା-ବାନ୍ତି ) ହେଲା, ରାତି ଠାରୁ ମେନୀ ଟାଇମସ (ବହୁତ ଥର) ସେ ଭୋମିଟିଂ (ବାନ୍ତି) ଏଡଂ ଲୁଜ ମୋସନ (ଝାଡା) କରୁଚି| ମୁ ରାତି ଠାରୁ ତାକୁ ଓଆରଏସ ପାଉଡର୍ ରିକୁଆର୍ଡ଼ (ଜରୁରୀ) କୁଆନଟିଟି (ମାତ୍ତ୍ରା) ରେ ଓଆଟର୍ ରେ ଡିଜଲ୍ବ (ମିଲାଇ) କରି ପିଆଇବା ଆରମ୍ଭ କରିଦେଲି| ଓଦରୟାଇଜ (ନୋହେଲେ), ହୋସ୍ପିଟଲାଇଜ (ଚିକିତ୍ସାଳୟ) ରେ ଭର୍ତି କରିବାକୁ ହୁଅନ୍ତା| ଡାକ୍ଟୋର୍ କୁ କୋଲ୍ କଲି ବାଟ (କିନ୍ତୁ) ସେ କଲ ଅଟେଣ୍ଡ୍ (ଫୋନ୍ ଉଠାଇବା) କଲେ ନାହି| ଆଫଟର୍ ସୋମ ଟାଇମସ୍ (କିଛି ସମଯ ପରେ), ତାନ୍କୋ ମୋବାଇଲ୍ ଅନରୀଚେବଲ୍ (କ୍ଷେତ୍ର ରୁ ବାହାର) କହିବାକୁ ଲାଗିଲା| ମୁଁ ପୁଓ କୁ ହାଇ ଫିବର୍ (ବହୁତ୍ ଜ୍ବରୋ) ଆସିବାରୁ ପୁରା ବୋଡି (ଶରୀରୋ) କୁ ସ୍ପୋଂଜିଂଗ୍ (ଓଦା କପଡ଼ା ରେ ପୋଛିବା) ଆରମ୍ଭ କଲି ଏବଂ ଫୋରହେଡ଼ (ମୋଥା) କୁ ଥଣ୍ଡା ପାଣି ରେ ଓଦା କଲୋଥ (କପଡା) ରଖିଲି| ଲାସଟ୍ ଟାଇମ (ଅଗୋଥୋରୋ) ରୋ ପ୍ରେସକ୍ରିପସନ (ପତ୍ର) ର ଏକୋରଡିଂ (ଅନୁସାରେ), ମୁ ପରସିଟମୋଲ୍ (ଜ୍ବରୋ ନିଶେଧକ) ରୋ ଗୋଟେ ଡୋଜ଼ (ମାତ୍ରା) ଦେଲି| ଏମିତିରେ ମୁ ତାରୋ ବହୁତ କେୟାର୍ (ଧ୍ୟାନୋ) ରଖେ, ଏବୋମ ଆଉଟସାଇଡ଼ ଫୂଡ୍ (ବାହାରୋ ଖାଇବା) ବି ଅବୋଏଡ଼ (ମନା) କରେ| ମୋର୍ନିଂଗ୍ (ସକାଳ) ଠାରୁ ଟିକେ ଇମପ୍ରୋଭେମେଂଟ୍ (ସୁଧାର) ହୋଇଛି, କିନ୍ତୁ ଆଜି ପେଡିଆଟ୍ରିସିଆନ୍ (ଛୋଟୋ ଛୁଆନ୍କର ଡାକ୍ଟୋର୍) ସାଥିରେ କନସଲଟ୍ (ଦେଖେଇବା) ଜରୁରୀ| ଦେଟସହ୍ବୀ (ସେଥି ପାଇଂ), ଡାକ୍ଟୋରନକୋ ଅପେନଟମେନଟ୍ ନେବି| କାଲି ଠାରୁ ମେଡ(ଚାକରାଣୀ) ବି ଆସୁ ନାହି ତାର କିଡ୍(ଛୁଆ) ଅଲ୍ବୋଏଜ୍(ସବୁବେଳେ) ସିକ୍(ବିମାର) ରହେ| ଇବନ୍(ଏମିତିକି), ସେ ତା ଛୁଆ କୁ ବେକସିନେସୋନ୍(ଟିକା କରଣ) ବି କରି ନାହି| ଲୋକୋଂକୋ ଏତିକି ଅବରନେସ୍(ଜାଣିବା) କେବେ ଆସିବ? ଭାଇଲ୍(ଜଉଠିକି) ଗୋବରମେଂଟ୍(ସରକାର) ଫ୍ରି(ବିନା ପଇସାରେ) ଫେସିଲିଟି(ସୁବିଧା) ଦଉ ଅଛି| ଆଜି ମତେ ସବୁ କାମ ବ୍ରୋମିନଗ୍(ଝାଡୁ), ମୋପିନଗ୍(ପୋଛା) ବେସଲସ୍(ବାସନ) ଏବମ୍ କୁକିଂଗ୍(ରାନ୍ଧିବା) କରିବାକୁ ହବ| ଇଭିନିଂଗ୍(ସନ୍ଧ୍ୟା) ରେ କ୍ଲୋଥ୍(କପଡା) ବ୍ବଶ୍(ଧୋଇବା) ଏବମ୍ ଡସ୍ଟିଂଗ୍(ସଫା) କରିବି|

ସ୍ଟୋରୀ -6

ମଦର୍(ମା) ନେ ଅର୍ଲି (ଜଲଦି ) ମୋର୍ନିଂଗ୍ (ସଖାଳୁ) ଉଠେଇଲେ. ଟୁ(ଦୁଇ) ଡେଜ୍ (ଦିନ) ରୁ ସିକ (ବିମାର) ଥିଲି| ଆଜି କଲେଜ୍ ଯିବି ଓଦରୟାଇଜ (ନହେଲେ), ମୋତେ ଏଗଜାମ୍ (ପରୀକ୍ଷା) ଟାଇମ୍ (ସମୟ) ରେ ପ୍ରୋବଲେମ୍ (ଅସୁଵିଧା) ଆଉ ଫାଇନ୍ (ଜୋରିମାନା) ଵି ପଡିବ| ମୁଁ ଵହୁତ ଫାଷ୍ଟ୍ (ଜଲଦି) ରେଡି (ଗାଧୋଇ ସଜ) ହେଲି| ବ୍ରେକଫାଷ୍ଟ୍ (ଜଳଖିଆ) ଆଉ ସୁଇଟ୍ ମିଲକ୍ (ମିଠା କ୍ଷୀର) ଖାଇ ଯାଉଥିଲି, ମା ମୋତେ ଗ୍ରୋସରି (ସୌଦା) ଲିଷ୍ଟ୍ (ଚିଠା) ଦେଲେ ,ଇଲେକଟ୍ରିକ୍ସିଟି ବିଲ୍ (ବିଜୁଳି ର ବିଲ୍) ଆଉ ଗ୍ୟାସ୍ ସିଲିଣ୍ଡର୍ ରିଫିଲ୍ (ପୁଣି ଭରିବା ପାଇଁ) କରିବା ପାଇଁ କାହିଲେ| ମୁଁ ମା ଠାରୁ ପକେଟ୍ ଏକସ୍ପେନସ ପାଇଁ (ପକେଟ୍ ଖର୍ଚ ) ମାଗିଲି, ହେ ଗଡ୍(ଭଗବାନ୍) ଆଜିବି , ହନଦ୍ରେଡ୍ ରୁପିଜ୍ (ଶହେ ଟକାଂ) ଦେଲେ| ଗୋବରମେଂଟ୍(ସରକାର) ର ବଜେଟ୍ ଏବରୀ(ପ୍ରତି) ୟେଅର୍(ବର୍ଷ) ରିଭଇଜ୍(ବଦଳିବା) ଏବଂ ଅମେଂଡ ମେଂଟ୍(ସଂସଧୋନ୍) ହୁଏ, କିନ୍ତୁ ମୋର ପୋଓର୍(ଗରିବ) ମେନ(ଲୋକୋ) ର ନାହି| ପାର୍କିଂଗ୍ ଏରିଆ(ଗାଡି ରଖିବା ଜାଗା), ରେ ଗୋଟେ ନିଉ(ନୁଆ) ସରପାର୍ଇଜ(ଆଶଚର୍ୟ) ହେଲା| ମୋର ବାଇକ୍ ପଂକ୍ଚର ମିଳିଲା| ସୋମେହୋବ୍(କୌଣସି ପ୍ରକାର) ମୁ ଵେହିକଲ ଗାରାଜ୍ ଗଲି ଏବମ୍ ରିପେୟାରିଂଗ୍(ଠିକ କରିବା) କୁ କହିଲି| ମେକାନିକ୍ କହିଲା ସାର୍ ବହୁତ୍ ଟାଇମ୍ ଲାଗିବ, ରିପେୟାର୍ ହେଲା ପରେ ମୁ ଆପଣଂକୁ ମିସକଲ୍ କରି ଦେବି| ଦେନ(ତା ପରେ) ଜଣେ ନେବର୍(ପୋଡଶି) କ୍ଣୋ ଲିଫଟ୍(ସାହାଜ୍ଯ) ନେଲି| ସେ ମୋତେ ଲୋକାଲ୍(ସାଧରଣ) ବସ ସ୍ଟୋପ୍ ରେ ଡ୍ରୋପ୍(ଛାଡି) ଲେ| କିଛି ଟାଇମ୍(ସମୟ) ବୈଟ୍ କରୁଥିଲି| ସେଇଠି ଜଣେ ଲୋକ ସିଗାରେଟ୍ ପିଉ ଥିଲା ଏବଂ ତମ୍ବାଖୁ ଖାଉ ଥିଲା| ମୁ ତାକୁ କହିଲି ପବ୍ଲିକ୍ ପ୍ଲେସେସ୍(ସର୍ବୋଯନିକୋ ସ୍ଥାନ) ରେ ସ୍ମୋକିଂଗ୍(ଧୁମ୍ରୋ ପାନ) କରିବା ଉଚିତ୍ ନୁହେ ଏବଂ ତମ୍ବାଖୁ ଖାଇବା ଦ୍ବାରା ଥ୍ରୋଟ୍(ଗଳା) ରେ କେନ୍ସେର୍ ହୁଏ| ସେ କହିଲା ତୁ ତୋର କାମ କର, ମୋତେ ଲେକଚର୍(ଭାସଣ) ଦେ ନା| ଗୋଟେ ବସ୍ ମିଳିଲା ସେଠି ବହୁତ୍ କ୍ରାଉଡ(ଭିଡ଼) ଥିଲା କିନ୍ତୁ କିଛି କରିବାର ନ ଥିଲା| କଲେଜ୍ ମୁ ତା ସାଥିରେ ଜିମ୍(ବ୍ୟାମ ଶାଳା) ଗଲି, ତାପରେ ମା ନ୍କ ସବୁ କାମ କରି ଏବଂ ବାଇକ୍ ନେଇ ଘରକୁ ଗଲି. ଆଜି ସବୁ ସାଂଗ ମାନଂକ ସାଥିରେ ମିଶି ଭଲ ଲାଗିଲା|

ପ୍ରାକ୍ଟିସ୍ (ଅଭ୍ୟାସ) -

ସବ୍ଦ ଏବଂ ବାକ୍ୟ ମନେ ରଖିବା ପାଇଁ ଘଟଣା ବା ଚଳଚିତ୍ର ସହ ଯୋଡନ୍ତୁ |
ତୁମେ ଯେତେବେଳେ ସେ ଚଳଚିତ୍ର ବା ଘଟଣା ମନେ ପକାଇବ ସେତେବେଳେ ତୁମେ ସେ ସବ୍ଦ ବ୍ୟବହାର କରି କଥା ବାର୍ତା କରି ପାରିବ |
ଯେତେବେଳେ ସେ କାହାଣୀ ଗୁଡିକ ପଢ ସେତେବେଳେ ପରିକଳ୍ପିତ ଚଳଚିତ୍ର ବନାନ୍ତୁ |
The list of 300 words is preprared after research.

ଓରିଆ ରୁ ଇଂଗରାଜୀ ଶିଖିବା| How to improve English spoken through Oriya (Odiya)? | Tips to learn English through Oriya (Odiya)

Previous Next